ଆଜିର ଖାସ୍ ଖବର

୧-ରୀତା ସାହୁ ହେଲେ ବିଜେପୁର ବିଜେଡି ପ୍ରାର୍ଥୀ, ମୋହର ମାରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

୨-KISS ତରଫରୁ MDH ଅଧ୍ୟକ୍ଷ ପଦ୍ମଭୂଷଣ ଧର୍ମପାଲ ଗୁଲାଟିଙ୍କୁ ଦିଆଗଲା ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆଓ୍ଵାର୍ଡ।

୩-“ଫିଟ୍‌ ଇଣ୍ଡିଆ” ପାଇଁ ୟୁଜିସିର ନିର୍ଦ୍ଦେଶନାମା, କଲେଜରେ କରିବାକୁ ପଡିବ ଏକ ଘଣ୍ଟାର ଯୋଗ, ବ୍ୟାୟାମ।

୪-ଦଲାଲ ମୁକ୍ତ ହେବ RTO ଅଫିସ୍, ଏଣିକି ବ୍ୟାଣ୍ଡ ବାନ୍ଧିବେ କର୍ମଚାରୀ, ବଡ ବଡ ଅକ୍ଷରରେ ଲାଗିବ ଧାର୍ଯ୍ୟ ଫି।

୫-ଗଣଶିକ୍ଷା ବିଭାଗର ୫-ଟି ମନ୍ତ୍ର: କାର୍ଯ୍ୟକାରୀ ହେବ ଡିଜିଟାଲ ଉପସ୍ଥାନ।

୬-ମହାନଦୀ ଜଳବିବାଦ: ଉଭୟ ରାଜ୍ୟ ଗସ୍ତ କରିବେ ଓଡ଼ିଶା-ଛତିଶଗଡର ବୈଷୟିକ ଟିମ, ନଭେମ୍ବର ୩୦ରେ ପରବର୍ତ୍ତୀ ଶୁଣାଣୀ।

୭-ବିଗୁଡୁଛି କାଳିଆର ସ୍ବାସ୍ଥ୍ୟାବସ୍ଥା : ଏମ୍‌ସ ଡାକ୍ତରଙ୍କ ସହ ଆଲୋଚନା କଲେ ଏସ୍‌ସିବି ଡାକ୍ତରୀ ଟିମ୍, ଆବଶ୍ୟକ ପଡିଲେ ଏସ୍‌ସିବି ଆସିବେ ଏମ୍‌ସ ବିଶେଷଜ୍ଞ।

୮-ଓଡ଼ିଶାର କୃଷି ଭବନ ବିଶ୍ୱ ଆର୍କିଟେକଚର ଫେଷ୍ଟିଭାଲ ପୁରସ୍କାର ଲାଗି ମନୋନୀତ।

୯-ଜାତିସଙ୍ଘରେ ଭାରତର କଠୋର ଜବାବ୍। ପାକିସ୍ତାନ ବେଜିତ।

୧୦-ଗୋଳାବନ୍ଧ ଆର୍ମି ଏଡି କଲେଜକୁ କଲର୍ସ ଆୱାର୍ଡ଼ ପ୍ରଦାନ କଲେ ରାଷ୍ଟ୍ରପତି।

୧୧-ପାନ-ଆଧାର ସଂଯୋଗ: ଡିସେମ୍ୱର 31 ପର୍ଯ୍ୟନ୍ତ ବଢିଲା ସମୟସୀମା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Mon Sep 30 , 2019
୧-ଉଛୁଳୁଛି ମହାନଦୀ।ହିରାକୁଦରେ ୧୬ ଗେଟ୍ ଖୋଲା। ୨-ଚିତ୍ରାକୋଣ୍ଡା: ଡଙ୍ଗା ଓ ଘୋଡାରେ ବୁଲି ସିଆରସିସି ସାଧନ ସରକାର, କରୁଛନ୍ତି ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମର ତଦାରଖ। ୩-ପିଆଜ ରପ୍ତାନିରେ କଟକଣା: ଖୁଚୁରା ବେପାରୀ ୧୦୦ କିଲୋ ଓ ହୋଲସେଲର ୫୦୦ କିଲୋ ମହଜୁଦ ରଖିପାରିବେ। ୪-ଏଣିକି ବରିଷ୍ଠ ନାଗରିକଙ୍କୁ ସାହାଯ୍ୟ କରିବ ‘ସହାୟତା ମୋବାଇଲ ଆପ’। ୫-ରାଉରକେଲାକୁ ଅତ୍ୟାଧୁନିକ ଷ୍ଟିଲ୍ କ୍ଲଷ୍ଟର କରିବା ଲକ୍ଷ୍ୟ – ଧର୍ମେନ୍ଦ୍ର ପ୍ରଧାନ। ୬-ପାକିସ୍ତାନକୁ ଖାତିର […]

You May Like

Pin It on Pinterest