୧-ଉଛୁଳୁଛି ମହାନଦୀ।ହିରାକୁଦରେ ୧୬ ଗେଟ୍ ଖୋଲା।
୨-ଚିତ୍ରାକୋଣ୍ଡା: ଡଙ୍ଗା ଓ ଘୋଡାରେ ବୁଲି ସିଆରସିସି ସାଧନ ସରକାର, କରୁଛନ୍ତି ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମର ତଦାରଖ।
୩-ପିଆଜ ରପ୍ତାନିରେ କଟକଣା: ଖୁଚୁରା ବେପାରୀ ୧୦୦ କିଲୋ ଓ ହୋଲସେଲର ୫୦୦ କିଲୋ ମହଜୁଦ ରଖିପାରିବେ।
୪-ଏଣିକି ବରିଷ୍ଠ ନାଗରିକଙ୍କୁ ସାହାଯ୍ୟ କରିବ ‘ସହାୟତା ମୋବାଇଲ ଆପ’।
୫-ରାଉରକେଲାକୁ ଅତ୍ୟାଧୁନିକ ଷ୍ଟିଲ୍ କ୍ଲଷ୍ଟର କରିବା ଲକ୍ଷ୍ୟ – ଧର୍ମେନ୍ଦ୍ର ପ୍ରଧାନ।
୬-ପାକିସ୍ତାନକୁ ଖାତିର କରୁନି ସାଉଦି ଆରବ, ଭାରତରେ କରିବ ୧୦୦ ଅରବ ଡଲାର ନିବେଶ !
୭-ପରିବହନ ବିଭାଗର ଲର୍ଣ୍ଣିଂ ଲାଇସେନ୍ସ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା, ଅକ୍ଟୋବର ୪ ତାରିଖ ଯାଏଁ ଏଠାରେ ମିଳିବ ଲାଇସେନ୍ସ।ସହିଦ ନଗର ବିଏମସି ଅଫିସ୍ ଓ ଓଏସଆରଟିସି ପରିସରରେ ହୋଇଛି ସ୍ଵତନ୍ତ୍ର ବ୍ୟବସ୍ଥା।
୮-ଆଉ ପ୍ଲାଷ୍ଟିକ ନୁହେଁ ଏବେ ବଜାରରେ ମିଳିବ ବାଉଁଶ ପ୍ରସ୍ତୁତ ବୋତଲ, ଅକ୍ଟୋବର ପହିଲାରେ ବିକ୍ରି ଶୁଭାରମ୍ଭ କରିବେ ନୀତିନ ଗଡକରୀ।
୯-ବର୍ଷାରେ ବେହାଲ ବିହାର ଓ ୟୁପି-ମୃତ୍ୟୁ ସଂଖ୍ୟା ୧୦୦କୁ ବୃଦ୍ଧି।
୧୦-ବିଜେପୁର ରଣ: ରୀତା, ଦିଲ୍ଲୀପଙ୍କୁ ଟକ୍କର ଦେବେ ବିଜେପିର ସନତ ଗଡତିଆ।