ଚାନ୍ଦବାଲି ବ୍ଲକ ବନ୍ଯା ବିପନ୍ନ ଗାଁ ରେ ତୁରନ୍ତ ରିଲିଫ ଯୋଗାଇ ଦେବା ଦାବୀ କରି ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

Photo: Bastab media


ବାସ୍ତବବ୍ୟୁରୋ:(ଚାନ୍ଦବାଲି) ଚାନ୍ଦବାଲି ବ୍ଲକ ବାତ୍ଯା ୟାସ ରେ କ୍ଷୟକ୍ଷତି ହୋଇଥିବା ପଞ୍ଚାୟତ ରେ ସରକାର ସଠିକ ଆକଳନ କରି ଯେତେ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ସେମାନଙ୍କୁ ତୁରନ୍ତ ଗୋଟିଏ ମାସର ରିଲିଫ, ଗୋ ଖାଦ୍ୟ ପ୍ରଦାନ କରିବା ସହ ଯୁଦ୍ଧ କାଳୀନ ପରିସ୍ଥିତି ପାନୀୟ ଜଳ, ବିଜୁଲି ସହ ମେଡିକାଲ ପଠାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ଯେଉଁ ଠି ପାଣି ଛାଡିଜାଇଛି ସେଠାରେ ରାଜ୍ୟ ସରକାର ସଠିକ ଆକଳନ କରି ସେମାନଙ୍କୁ ତୁରନ୍ତ ଆବାସ ଯୋଜନା ରେ ଘର ଯୋଗାଇବା ପାଇଁ ବିଜେପି ଦଳ ଦାବୀ କରିଛି।

ଏଥିସହ କେନ୍ଦ୍ର ଯେଉଁ ପ୍ରାକୃତିକ ବିପର୍ଯ୍ୟସ୍ତ ପରିଚାଳନା ପାଇଁ ଯେଉଁ ଅର୍ଥ ପ୍ରଦାନ କରୁଛି ତାହାକୁ ସଠିକ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ପୂର୍ବତନ ରାଜସ୍ବ ମନ୍ତ୍ରୀ ମନମୋହନ ସାମଲ ପ୍ରକାଶ କରିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମୌସୁମୀ ଆସିବା ପୂର୍ବରୁ କଟକ ଜିଲ୍ଲା ପ୍ରଶାସନର ସବୁ ପ୍ରସ୍ତୁତି ଶେଷ

Sun May 30 , 2021
ବାସ୍ତବବ୍ୟୁରୋ:(କଟକ)ଚଳିତ ବର୍ଷ ଜୁନ ମାସ ର ପ୍ରଥମ ସପ୍ତାହ ରେ ରାଜ୍ୟରେ ମୌସୁମୀ ପ୍ରବେଶ କରିବା ପୂର୍ବରୁ ସବୁ ପ୍ରସ୍ତୁତି ଶେଷ କରିଛି କଟକ ଜିଲ୍ଲା ପ୍ରଶାସନ । ମୌସୁମୀ ପ୍ରବେଶ ପୂର୍ବରୁ ମୁକାବିଲା ପାଇଁ ରୋଡ଼ ମ୍ୟାପ ସ୍ଥିର କରି ସାରିଛି କଟକ ପ୍ରଶାସନ।ସମସ୍ତ ବିଧାୟକ, ମନ୍ତ୍ରୀ ଓ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ଜରୁରୀକାଳୀନ ବୈଠକ ପରେ ମୌସୁମୀ ମୁକାବିଲାରେ ସଫଳ ହେବାଲାଗି ଆଶା ରଖିଛନ୍ତି କଟକ […]

You May Like

Pin It on Pinterest