୧-ଆରମ୍ଭ ହେଲା ମୋ ସରକାର, ପଞ୍ଜୀକରଣ ପାଇଁ ଡାଏଲ କରନ୍ତୁ ୧୪୫୪୫।
୨-ସ୍ବଚ୍ଛ ଭାରତ ମିଶନରେ ଓଡ଼ିଶାକୁ ୧୦୦ମାର୍କ।୫ବର୍ଷରେ ତିଆରି ହୋଇଛି ୬୬ଲକ୍ଷରୁ ଅଧିକ ପାଇଖାନା।
୩-କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ହୋଇପାରେ ଜାତୀୟ ନାଗରିକ ସଂହିତା ବା ଏନଆରସି । ଏନେଇ ପଦକ୍ଷେପ ନେବାକୁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଆରଜିଆଇଙ୍କୁ ଚିଠି ପଠାଯାଇଛି ।
୪-ଶ୍ରୀକ୍ଷେତ୍ର ପାଇଁ ଆଉ ଚାଳିଶ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ରାଜ୍ୟ ସରକାର, ଶ୍ରୀମନ୍ଦିର ଚାରିପଟେ ଜମି ଅଧିଗ୍ରହଣ ପାଇଁ ଏହି ଅର୍ଥ ହେବ ବିନିଯୋଗ।
୫-ନାଇଜେରିଆ ଗ୍ୟାଙ୍ଗରେ ତ୍ରିପୁରା ସୁନ୍ଦରୀ: ଫେସବୁକ ବନ୍ଧୁ ବନି ମହିଳାଙ୍କ ଆକାଉଣ୍ଟରୁ ୨୪ ଲକ୍ଷ ପୋଛି ନେଲେ।
୬-ବିଜେଡିର ସୋସିଆଲ ସର୍ଭିସ ୱିଙ୍ଗ ଗଠିତ, ଲୋକଙ୍କ ସମସ୍ୟା ବୁଝିବାକୁ ନେତାଙ୍କୁ ନିର୍ଦ୍ଦେଶ ଦେଲେ ନବୀନ।
୭-କିଟ୍ ବିଶ୍ୱବିଦ୍ୟାଳୟରେ ଉଦଘାଟିତ ହେଲା ୩୯ତମ ବିଶ୍ୱ କବି ମହାକୁମ୍ଭ, ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
୮-ବେଜିଂ: ଜଣେ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ଘରୁ ବାହାରିଲା ୧୩ଶହ କିଲୋ ସୁନା, ୨.୬୨ଲକ୍ଷକୋଟି ଟଙ୍କା ।
୯-ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀରେ ୧୫୦ଟଙ୍କିଆ ସ୍ୱତନ୍ତ୍ର ମୁଦ୍ରା ଉନ୍ମୋଚନ କଲେ ମୋଦୀ।
୧୦-କାଙ୍ଗାଳର ଦ୍ଵାର ଦେଶରେ ଥିବା ପାକିସ୍ତାନକୁ ଶକ୍ତ ଝଟକା, ଭାରତଠୁ ହାରିଲା 300 କୋଟି ଟଙ୍କାର କାନୁନ ଲଢେଇ।



