
ବାସ୍ତବବ୍ୟୁରୋ:(ନି.ପ୍ରଭଦ୍ରକ) ଗତ କିଛିଦିନ ତଳେ ପୁରୀ ବଡ଼ ଦାଣ୍ଡରେ ଧରିତ୍ରୀ ଖବର କାଗଜର ପ୍ରତିନିଧିଙ୍କୁ ପୋଲିସର ମରଣାତ୍ମକ ଆକ୍ରମଣରେ ଆଜି ଭଦ୍ରକ ଜିଲ୍ଲାର ସାମ୍ବାଦିକ ମାନଙ୍କ ତରଫରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଏବଂ ଡିଜିଙ୍କୁ ଦାବିପତ୍ର ପତ୍ର ପ୍ରଦାନ କରାଗଲା। ଏହି ଘଟଣାର ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ପ୍ରତି ଯଦି କଠୋର କାର୍ଯ୍ୟାନୁଷ୍ଠାନ ନିଆନଗଲା ତେବେ ଆଗାମୀ ଦିନରେ ଭଦ୍ରକ ଜିଲ୍ଲା ସାମ୍ୱାଦିକଙ୍କ ତରଫରୁ ତୀବ୍ର ବିରୋଧ କରି ରାଜରାସ୍ତାକୁ ଓଲ୍ହାଇବାକୁ ଚେତାବନୀ ଦିଆଯାଇଛି |
