ପୁରୀ ଜିଲ୍ଲା କଣାସ ବ୍ଲକ କେଶରପୁର ଗାଁ ରେ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ…

ବାସ୍ତବବ୍ୟୁରୋ:(ନି.ପ୍ର କଣାସ) ପୁରୀ ଜିଲ୍ଲା କଣାସ ବ୍ଲକ କେଶରପୁର ଗାଁ ରେ ଅଗ୍ନିକାଣ୍ଡ।ଅଗ୍ନିକାଣ୍ଡ ରେ ରାମଚନ୍ଦ୍ର ସୁନ୍ଦରାୟ ଙ୍କ ଗୋଟିଏ ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇ ଯାଉଛି ଏହି ଘରକୁ ଗୁହାଳ ଭାବେ ବ୍ୟବହାର ହେଉଥିଲା।ଅଗ୍ନି ଲାଗିବାର କାରଣ ଅସ୍ପଷ୍ଟ ରହିଛି କିନ୍ତୁ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ଏହା ହୋଇଥାଏ ବୋଲି ଅନୁମାନ କରାଯାଉଛି।

ଅଗ୍ନିକାଣ୍ଡ ରେ କୌଣସି ଧନ ଜିବନ ଖେୟକ୍ଷତି ହୋଇ ନାହିଁ।କିଛି କୁଣ୍ଡା ଧାନ ନଷ୍ଟ ହୋଇଛି,ଗାଈ ଗୋରୁ ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।ସ୍ଥାନୀୟ ଜନସାଧାରଣ କଣାସ ଅଗ୍ନିଶମ ବାହିନୀ ଙ୍କୁ ଫୋନ ମାଧ୍ୟମରେ ଖବର ଦିଆଯାଇଥିଲା ଓ ଅଗ୍ନିଶମ ବହିନୀ ପହଁଚି ନିଆଁ କୁ ଆୟତ୍ତ କରିଥିଲା।ଖବର ପାଇ ସ୍ଥାନୀୟ ତହସିଲଦାର ପହଁଚି ଅସୁବିଧା ପଚାରି ବୁଝିବା ସହ ଓ ସାହାଯ୍ୟ ପ୍ରଦନ କରିବା ପାଇଁ କଥାଦେଇ ଆସିଥିବାର ସୂଚନା ମିଳିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର...

Thu Jun 3 , 2021
ଭଦ୍ରକ ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକରେ ଭଦ୍ରକ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ଭଦ୍ରକ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ପରିସରରେ ସ୍ଵର୍ଗତ ବିଜୟଶ୍ରୀ ରାଉତରାୟଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ୟୁନିଟ୍‌-୬ ହାଇସ୍କୁଲର ସମୁଦାୟ ୭.୬୭ ଏକର ଜମି ଦୁଇଟି ପ୍ଲଟ୍‌ ଆକାରରେ ଥିବାବେଳେ ଏଥିରୁ ୨.୪୫ ଏକର ଜମି ବ୍ୟବହାର ହେଉନାହିଁ ବୋଲି ଦର୍ଶାଇ […]

You May Like

Pin It on Pinterest