୧-ନବୀନଙ୍କ ଅପରେସନ କ୍ଲୀନ,୫ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଚାକିରି ଗଲା:
କ-ଓଟିଇଏସ୍ର ଆରଟିଓ ବସନ୍ତ ବେହେରା।
ଖ-କପ୍ତିପଦା ତହସିଲଦାର ପ୍ରଦୀପ କୁମାର ଜେନାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି ।
ଗ-ନୂଆପଡ଼ା ଜିଲ୍ଲା ଖରିଆର ଡିଭିଜନର ଡିଏଫଓ ଶରତ ଚନ୍ଦ୍ର ପଣ୍ଡା।
ଘ-ଅବକାରୀ ବିଭାଗର ଡେପୁଟି କମିଶନର ଦିଲ୍ଲୀପ କୁମାର ନାଗ ।
ଙ-ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ବିଭାଗର ଅଶୋକ କୁମାର ମାଝୀ।
୨-କଟକରେ ଆରମ୍ଭ ହୋଇଛି ମିଶନ ଜିରୋ-ଏଫ, ଏଥିପାଇଁ ଫିକା ପଡିବ ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପୂଜା ଛୁଟି।
୩-KIMS ଅଡିଟୋରିୟମରେ ସ୍ବଚ୍ଛ ସର୍ବେକ୍ଷଣ ଆଞ୍ଚଳିକ କର୍ମଶାଳା, ଯୋଗଦେଲେ ମନ୍ତ୍ରୀ ପ୍ରତାପ ଜେନା ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ।
୪-ଦଶହରା ଛୁଟିରେ ସବୁ RTO କାର୍ଯ୍ୟାଳୟ ରହିବ ବନ୍ଦ।
୫-ନନ୍ଦନକାନନରେ ମାଈ ଜଳହସ୍ତୀର ମୃତ୍ୟୁ, ଜଳହସ୍ତୀ ସଂଖ୍ୟା ୧୩କୁ ହ୍ରାସ।
୬-ଭୁବନେଶ୍ୱର:ଟିକଟରେ ଜାଲିଆତି,’ମୋ ବସ୍’ କଣ୍ଡକ୍ଟର ଗିରଫ।
୭-ପୁରୀ:କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ, ୧୦ ତାରିଖ ସୁଦ୍ଧା ସେବାୟତଙ୍କ ବକେୟା ପାଉଣା ଦେବାକୁ ନିଷ୍ପତି।
୮-କଟକ:ଚୈ।ଧୁରୀବଜାର ଓ ବିଦ୍ୟାଧରପୁର ଅଞ୍ଚଳରେ ମହାନଗର ନିଗମର ଚଢାଉ, ୪ କୁଇଣ୍ଟାଲ ପ୍ଲାଷ୍ଟିକ ଗ୍ଲାସ ଓ ପଲିଥିନ ଜବତ।
୯-କେନ୍ଦ୍ରାପଡ଼ାରୁ ବିଦା ହେଇପାରନ୍ତି ୧୫୫୧ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ?
୧୦-୩୦ ସେକେଣ୍ଡରେ ଏସଏଚଜି ଗ୍ରୁପକୁ ମିଳିବ ୫୦ହଜାର ଟଙ୍କାର ଋଣ: ଧର୍ମେନ୍ଦ୍ର ପ୍ରଧାନ।



