
ବାସ୍ତବବ୍ୟୁରୋ:ନି.ପ୍ର- କୋଭିଡ ସଂକ୍ରାମିତଙ୍କ ଚିକିସ୍ଛା ସୁବିଧା ପାଇଁ, ଓଡ଼ିଶାର ୫ଟି ସହରରେ ଘରେ ପହଂଚିବ ଅକ୍ସିଜେନ କନସନଟ୍ରେଟର । ଆଜି ଏହି ସେବା ଶୁଭାରମ୍ଭ କରିଛନ୍ତି,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ପ୍ରଥମ ପର୍ଯ୍ୟରେ ରାଜ୍ୟର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାରେ ଅକ୍ସିଜେନ ଆବଶ୍ୟକ କରୁଥିବା ଲୋକଙ୍କ ଘରେ,ଡୋରଷ୍ଟେପ ଅକ୍ସିଜେନ ସେବା ସେବା ଯୋଗାଇ ଦିଆଯିବାର ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି ।

ଏହି ଡୋରଷ୍ଟେପ ଅକ୍ସିଜେନ କନସନଟ୍ରେଟର ସେବାର, ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି କି , ଭବିଷ୍ୟତରେ କରୋନା ବିରୋଧୀ ଲଢ଼େଇ ସହଜ ହେବ ।