
ବାସ୍ତବବ୍ୟୁରୋ(ବରୀ) ରାତି ପାହିଲେ ସାବିତ୍ରୀ ବ୍ରତ ବରୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ବଜାର ଓ ଛକ ମାନଙ୍କରେ ଲାଗିଛି ଗହଳି ନା ଅଛି ସାମାଜିକ ଦୁରୋତ୍ୱ ନ ଅଛି ମାସ୍କ ଲୋକେ ଫଳ ଓ ପୂଜା ସାମଗ୍ରୀ କିଣିବାରେ ବେସ୍ତ । ଯାହା ଯଣାଯାଏ ଯଦି କିଛି ହୋଇଯାଏ, ସାବିତ୍ରୀ ମାନେ ଫେରାଇ ଆଣିବେ ।
ଏହେଉଛି ବରୀ ବ୍ଲକ ଅଧିନସ୍ତ ବରୀର ମୁଖ୍ୟ ବଜାର ର ଦୃଶ୍ୟ ଦେଖନ୍ତୁ କିପରି ଭାବରେ ଲୋକ ମାନେ ଗହଳି କରିବା ସହ ସାମଗ୍ରୀ କିଣିବାରେ ବ୍ୟସ୍ତ ରହୁଛନ୍ତି ।ଏଭଳି ଭିଡ଼ ଉପରେ ନା’ପୋଲସ୍ ନା କୌଣସି ପ୍ରଶାସନିକ ଅଧିକାରି ଙ୍କ ଦୃଷ୍ଟି ପଡୁଛି।
ଏପଟେ ରାଜ୍ୟ ସରକାର କରୋନା ର ତୃତୀୟ ଲହରୀ ପାଇଁ ଚିନ୍ତାରେ ଥିବାବେଳେ ସାଧାରଣ ଜନତା କରୋନା ନିୟମ କୁ ବେଖାତିର କରୁଛନ୍ତି । ଗତ କିଛିଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ କିଛି ମାତ୍ରାରେ କମିଥିବା ବେଳେ ରାଜ୍ୟରେ ତାଲାବନ୍ଦ ଜାରି ରହିଛି ତେବେ ଯଦି ଏଭଳି ଭାବରେ ଲୋକେ ନିୟମ କୁ ଉଲ୍ଲଙ୍ଗନ କରନ୍ତି ତେବେ ସ୍ଥିତି ଅଣାୟତ ହୋଇପରେ ।



