ନର୍ଲା ବ୍ଲକ୍ ରେ ନୂତନ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ….

Photo:bastab media

ବାସ୍ତବବ୍ୟୁରୋ:(ନର୍ଲା)କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଠାରେ ଆଜି ସକାଳ ନଅ ଘଣ୍ଟା ସମୟରେ ନୂତନ ଭାବରେ ଶ୍ରୀ ବିଜୟ କୁମାର ସେନାପତି ଶିକ୍ଷା ଅଧିକାରୀ ଜୁନାଗଡ଼ ଙ୍କୁ ଅତିରିକ୍ତ ନର୍ଲା ଶିକ୍ଷା ଅଧିକାରୀ ଦାୟିତ୍ଵ ପ୍ରଦାନ କରାଯାଇଅଛି| ଶ୍ରୀ ସେନାପତି ନର୍ଲା କାର୍ଯ୍ୟାଳୟ ଠାରେ ନର୍ଲା ବି, ଇ, ଓ ଭାବରେ କାର୍ଯ୍ୟରେ ଯୋଗ ଦେଇଛନ୍ତି |ଏହି ଅବସରରେ ଶ୍ରୀ ସେନାପତି ଙ୍କୁ ବି ଆର୍ ସି, ସି ଶ୍ରୀଯୁକ୍ତ ଜୟସେନ୍ ନିୟାଲ୍ ସମେତ ସମସ୍ତ ଅଫିସ୍ କର୍ମଚାରୀ ମାନେ ଫୁଲତୋଡ଼ା ଦେଇ ସ୍ଵାଗତ କରିଥିବା ବେଳେ ଶ୍ରୀ ସେନାପତି ନର୍ଲା ଶିକ୍ଷା ବିଭାଗ ର ଉନ୍ନତି ଦିଗରେ କାର୍ଯ୍ୟ କରିବି ବୋଲି ମତ ପୋଷଣ କରିଛନ୍ତି | (ସନ୍ତୋଷ କୁମାର ପାତ୍ରଙ୍କ ରିପୋର୍ଟ)

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନୃଶଂସ ପୁଅ ନେଲା ବାପାର ଜୀବନ...

Wed Jun 9 , 2021
ବାସ୍ତବବ୍ୟୁରୋ:(ପୋଲଶରା) ଗଞ୍ଜାମଜିଲ୍ଲାର ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଜିରାବାଡି ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଯାଇଛି ା ନିଜ ପୁଅ ହିଁ ନିଜ ବାପା ଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି ା ମୂତକ ଜଣକ ହେଲେ କୃଷ୍ଣ ସାହୁ | ସୂଚନା ଅନୁଯାଇ ଘରୋଈ କଳି କୁ କେନ୍ଦ୍ରକରି ଏହି ହତ୍ୟା କାଣ୍ତ ଘଟିଥିବା କୁହାଯାଉଛି ା ଅଭିଯୁକ୍ତ ସାନପୁଅ କୁ ଜଗନ୍ନାଥ ପ୍ରସାଦ ଥାନାରେ ପୋଲିସ୍ […]

You May Like

Pin It on Pinterest