ଭୁବନେଶ୍ୱର :ଅକ୍ଟୋବର ୩୧ ରୁ ଭୁବନେଶ୍ବରରୁ ଜୟପୁରକୁ ଉଡ଼ିବ ବିମାନ,ଆରମ୍ଭ ହେବ ବିମାନ ଚଳାଚଳ ସେବା । ଏ ସମ୍ବଦ୍ଧରେ ‘ଇଣ୍ଡିଆ ୱାନ ଏୟାର’ ପକ୍ଷରୁ ଶୁକ୍ରବାର ରାତିରେ ଟ୍ବିଟ୍ ମାଧ୍ୟମରେ ଏହା ଜଣାଯାଇଛି। ଗତ ୨୦ ତାରିଖରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ,ଜୟପୁର ବିମାନବନ୍ଦରରୁ ଯାତ୍ରୀବାହୀ ବିମାନ ଉଡ଼ିବା ପାଇଁ ଲାଇସେନ୍ସ ଦିଆଯାଇଥିଲା। ଏହାପରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜୟପୁର-ଭୁବନେଶ୍ବର, ଭୁବନେଶ୍ବର-ଜୟପୁର […]