ନୂଆଦିଲ୍ଲୀ:ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର) ଦିଲ୍ଲୀର ଶିକ୍ଷା ମଡେଲ ଦେଖି ଉତ୍ସାହିତ ହୋଇଛନ୍ତି । ସେ କହିଛନ୍ତି ଯେ ତାଙ୍କ ସରକାର ଦିଲ୍ଲୀ ଭଳି ତେଲେଙ୍ଗାନାରେ ମଡେଲ ସ୍କୁଲ ମଧ୍ୟ ଖୋଲିବେ ଏବଂ ଖୁବ୍ ଶୀଘ୍ର ଏହାର ଶିକ୍ଷକ ଓ ଅଧିକାରୀମାନଙ୍କୁ ଦିଲ୍ଲୀର ଶିକ୍ଷା ମଡେଲ ଶିଖିବା ଏବଂ ଦେଖିବା ପାଇଁ ଦିଲ୍ଲୀ ପଠାଇବେ। ଚନ୍ଦ୍ରଶେଖର ରାଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଶନିବାର ରାଜଧାନୀର ଏକ ସରକାରୀ […]

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦାବି କରିଛନ୍ତି ଯେ ଦେଶପ୍ରେମ ,ସଚ୍ଚୋଟତା ଏବଂ ମାନବିକତା ଆମ୍ ଆଦମୀ ପାର୍ଟିର ଆଦର୍ଶର ତିନୋଟି ସ୍ତମ୍ଭ ଏବଂ ଏହା ୨୦୨୨ -୨୩ ପାଇଁ ଦିଲ୍ଲୀ ବଜେଟରେ ପ୍ରତିଫଳିତ ହୋଇଛି। କେଜ୍ରିୱାଲ ମଙ୍ଗଳବାର ବିଧାନସଭାରେ ଭାଷଣ ଦେଇଥିଲେ। ତାଙ୍କ ସରକାର ଲୋକଙ୍କ ପାଇଁ କାମ ନକରିବାକୁ ସେ ସବୁ ପ୍ରକାର ଉଦ୍ୟମ କରୁଥିବା ସେ ଦୃଢହାକ୍ତି କରିଛନ୍ତି। କେଜ୍ରିୱାଲ ଏହା ମଧ୍ୟ କହିଛନ୍ତି […]

Pin It on Pinterest