ନୂଆଦିଲ୍ଲୀ: ଆସାମ ଏବଂ ମେଘାଳୟର ମୁଖ୍ୟମନ୍ତ୍ରୀମାନେ ମଙ୍ଗଳବାର ଦିନ ଆନ୍ତ – ରାଜ୍ୟ ସୀମା ବିବାଦର ସମାଧାନ ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର କରିବା ପରେ ଉତ୍ତର-ପୂର୍ବ ବିବାଦ ପାଇଁ ଏହା ଏକ ଐତିହାସିକ ଦିନ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା କହିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଗତ ତିନିବର୍ଷ ମଧ୍ୟରେ ଉଗ୍ରବାଦକୁ ଦୂର କରିବା ଏବଂ ଉତ୍ତର-ପୂର୍ବ ରାଜ୍ୟରେ ସ୍ଥାୟୀ ଶାନ୍ତି ପାଇଁ କେନ୍ଦ୍ର […]