ଜୟନ୍ତ ଶତପଥୀ(କେନ୍ଦ୍ରାପଡ଼ା): କେନ୍ଦ୍ରାପଡ଼ା ବ୍ଲକ ଭାଗବତପୁର ପଞ୍ଚାୟତର ଜନପ୍ରିୟ ପୋଷ୍ଟମାଷ୍ଟର ଦୁର୍ଗାପ୍ରସାଦ ପତି (ସମସ୍ତଙ୍କ ବାପୁଜୀ ନାନା)ଙ୍କର ଗତ ୧୬ ତାରିଖରେ କଟକ ବଡ଼ ମେଡିକାଲରେ ଦେହାନ୍ତ ହୋଇଯାଇଛି | ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷା ବୟସ ହୋଇଥିଲା |ସୂଚନା ଅନୁଯାଇ ଗତ ୧୪ ତାରିଖରେ ବଳଦେବଜୀଉ ଦର୍ଶନପାଇଁ ନିଜ ବାଇକ ଯୋଗେ ଯାଉଥିବା ସମୟରେ ଡୁହୁରିଆ ନିକଟରେ ଏକ ଅଜଣା ଗାଡି ଧକ୍କା ରେ ତାଙ୍କ ମୁଣ୍ଡରେ […]

ପ୍ରମୋଦ ନାୟକ(ଭୁବନେଶ୍ୱର) ୦୯।୧୦ : କଳ୍ପନା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗ୍ରାଣ୍ଡ ଆଇଟେନ କାର୍ ପିଟିଲା କଦଳୀ ବେପାରୀଙ୍କୁ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣଙ୍କୁ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାଇ,ରାଜମହଲ ଛକ ପଟୁ କଳ୍ପନା ଆଡ଼କୁ ଦ୍ରୁତ ଗତିରେ ଆସୁଥିବା ଏକ ଗ୍ରାଣ୍ଡ ଆଇଟେନ କାର୍ ରାସ୍ତା କଡ଼ରେ ଟ୍ରଲିରେ […]

ବାସ୍ତବବ୍ୟୁରୋ(କଟକ): ମାହାଙ୍ଗା ବ୍ଲକ ଆପିଲୋ ଗ୍ରାମର ସଞ୍ଜୟ ପଣ୍ଡା ନିଜ ସ୍କୁଟି ରେ ଏକ କାର୍ଯ୍ୟରେ କେନ୍ଦ୍ରାପଡ଼ା ଯାଉଥିବା ସମୟରେ କଟକରୁ କେନ୍ଦ୍ରାପଡ଼ା ଆଡ଼କୁ ଯାଉଥିବା ଏକ ଦୃତଗାମୀ ୧୦ ଚକିଆ ଟ୍ରକ (ନମ୍ବର -OD O5G 3261) କଟକ ଚାନ୍ଦବାଲି ରାସ୍ତାର ଶୂକରପଡା ବଜାରଠାରେ ତାଙ୍କୁ ପଛପଟୁ ଧକ୍କା ଦେବା ସହ ସ୍କୁଟି ଆରୋହୀ ସଞ୍ଜୟ ପଣ୍ଡାଙ୍କ ମୁଣ୍ଡ ଉପରେ ଚଢିଯିବା ଫଳରେ ଘଟଣାସ୍ଥଳରେ ଶ୍ରୀ ପଣ୍ଡାଙ୍କର ମୃତ୍ୟୁ […]

ନବୀନ ଦାଶ(ବରଗଡ଼)୧୩/୦୯: ବିଜେପୁରର ଐତିହାସିକ ଅନନ୍ତବ୍ରତ ମହୋତ୍ସବ ଦେଖିବାକୁ ଆସୁଥିବା ସମୟରେ ମାଲବୋଝେଇ ଟ୍ରକ ଦୁର୍ଘଟଣାରେ ଜଣେ ନାବାଳିକାର ମୃତ୍ୟୁ ଘଟିଛି।ଆଜି ସକାଳ ୯ ଟା ସମୟରେ ପଦ୍ମପୁର ପଟରୁ ଓଡି ୧୭ଏନ -୫୦୧୫ ନମ୍ୱର ବିଶିିଷ୍ଟ ଏକ ୧୬ ଚକିଆ ମାଲବୋଝେଇ ଟ୍ରକ ଆସୁଥିବାବେଳେ,ସ୍ଥାନୀୟ ବିଜେପୁର ଗଞ୍ଜେଇଭାଟି ଛକଠାରେ ସ୍କୁଟି ସହ ଏହି ଟ୍ରକ୍‌ଟିର ମୁହାଁମୁହିଁ ଧକ୍କା ହୋଇଥିଲା ।ଗାଡି ଚାଳକଙ୍କ ବେପରୁଆ ଗାଡି ଚାଳନା ପାଇଁ ଦୁର୍ଘଟଣା […]

ନବୀନ ଦାଶ(ଅତାବିରା):ବରଗଡ଼ ଜିଲ୍ଲା ଅତାବିରା ଥାନା ଅଧୀନସ୍ଥ ଦେବାହାଲ-ସୁକୁଟାପାଲି ମଧ୍ୟରେ ଚାରି ଥାକିଆ ରାଜପଥ ଉପରେ ଝାରସୁଗୁଡ଼ା ରୁ ପାଟଣାଗଡ ଅଭିମୁଖେ ଯାଉଥିବା ଏକ ୧୨ହଜାର ଲିଟର ତେଲ ବୋଝେଇ ଓ ଡି ୧୫ ଡି ୨୩୮୮ ଟ୍ୟାଙ୍କର୍ ଗାଡ଼ି ର ଡାହାଣ ପଟ ଆଗ ଚକ୍ ଫାଟି ଯିବାରୁ ବରଗଡ଼- ସମ୍ବଲପୁର ୱେ ରୁ ଡିଭାଇଡର ଡେଇଁ ସମ୍ବଳପୁର-ବରଗଡ଼ ୱେ ରାସ୍ତା କଡ଼ରେ ଥିବା ବିଲ ମଧ୍ୟକୁ ଧସେଇ […]

ଜୟନ୍ତ ଶତପଥୀ(ଡେରାବିଶି):୬।୬- ଆଜି ସକାଳ ୧୦ଟା ସମୟରେ ଏକ ମର୍ମାନ୍ତୁତ ସଡକ ଦୁର୍ଘଟଣାରେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ହାଟବାଣପୁର ପୋଲ ନିକଟରେ ଘଟିଛି ଏଭଳି ଦୁର୍ଘଟଣା ।ଏକ ହାଇୱା ଗାଡି ଧକ୍କା ରେ ମୃତ ଛାତ୍ରୀ ସ୍ଥାନୀୟ ବସପୁର୍ ଗ୍ରାମର ସୁବାଷ ଲେଙ୍କାଙ୍କ ଝିଅ ଗୁଡି ବୋଲି ଜଣାପଡିଛି । ଖବର ଅନୁଯାଇ, କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବସପୁର୍ ଗ୍ରାମର ନବମ […]

Pin It on Pinterest