ବରଗଡ଼୨୦/୦୮(ନବୀନ କୁମାର ଦାଶ):ସୋହେଲା ରୁ ହଲଦୀ ପାଲି ଛକ ନିକଟ ଜାତୀୟ ରାଜପଥ କଡ଼ରେ ଅତି ଦୟନୀୟ ନଗ୍ନ ଅବସ୍ଥା ରେ ପଡ଼ି ରହିଥିବା ଜଣେ ମାନସିକ ଅନଗ୍ରସର ମହିଳା ଙ୍କୁ ରୁଦ୍ର ପ୍ରତାପ ସାହୁ ଓ ତାଙ୍କ ର କିଛି ବନ୍ଧୁ ଅଶୋକା ଆମ୍ବୁଲାନ୍ସ ସାହାଯ୍ୟ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠେଇବା ସହ ଆମ ନିଷ୍ଠା ପରିବାର କୁ ଖବର ଦେଇ ଥିଲେ। ନିଷ୍ଠା ପରିବାର […]

ବରଗଡ଼୧୧/୦୮(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ବିଜେପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାପାଳ ଶ୍ରୀ ଗୋୟଲ ଙ୍କ ସମେତ ପଦ୍ମପୁର ଉପଜିଲ୍ଲା ପାଳ ଅରୁଗୁଲା ସ୍ନେହା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କୁବେର ମହନ୍ତ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ।ସୂଚନାଯୋଗ୍ୟକି,ଉକ୍ତ ଶିବିର ରେ ଜଳସେଚନ,ବିଦ୍ୟୁତ୍ ଯୋଗାଣ,ପାନୀୟ ଜଳ ଯୋଗାଣ,ରାସନ କାର୍ଡ,ବାର୍ଦ୍ଧକ୍ୟ […]

ବରଗଡ଼୧୦)୦୮(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ୫୩ନଂ ମୁଖ୍ୟ ଜାତୀୟ ରାଜପଥ ବରଗଡ଼-ସମ୍ବଲପୁର ୱେ ସରଣ୍ଡା ଛକ ପୂର୍ବରୁ ରହିଥିବା ରାଜରାସ୍ତା ର ବସ୍ ଷ୍ଟାଣ୍ଡ ନିକଟରେ ଚଳନ୍ତା ଆଲୁମିନା ବୋଝେଇ ବେଦାନ୍ତ ଟ୍ରକ୍ ହୁ ହୁ ହୋଇ ଜଳି ଉଠିଲା। ଅଳ୍ପକେ ବର୍ତ୍ତି ଯାଇଥିଲେ ଡ୍ରାଇଭର ସାଗର ସେଠ୍ ଓ ଯିବା ଆସିବା ଲୋକେ। ଟ୍ରକ୍ ନଂ ଓଡ଼ି ୧୫ଭି ୧୭୨୦ ଟି ବିଶାଖାପାଟଣା ରୁ […]

ବରଗଡ଼୦୪/୦୮(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଭେଡ଼େନ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଅଧ୍ୟକ୍ଷତା ରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛିଜିଲ୍ଲାପାଳ ଶ୍ରୀ ଗୋୟଲ ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନାଙ୍କ ସମେତ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଲାଟ କୁମାର ଲୁହା,ଜିଲ୍ଲା […]

ବରଗଡ଼୦୨/୦୮(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସାଇ ମନ୍ଦିର ପରିସରରେ ଓଡ଼ିଶା ସ୍କୁଲ୍ କଲେଜ୍ ଶିକ୍ଷକ କର୍ମଚାରୀ ସନନ୍ଵୟ ସମିତି,ବରଗଡ଼ ପକ୍ଷରୁ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ସମ୍ମେଳନ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ଓଷ୍ଠା ଉପ ସଭାପତି ରୁଦ୍ରଦେବ ପ୍ରଧାନ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟ କାରୀ ସଭାପତି,ଓଷ୍ଟା ନୀଳମଣି ପୁରୋହିତ,ରାଜ୍ୟ ସହ ସମ୍ପାଦକ, ଆଶୁତୋଷ ପ୍ରସାଦ ରଥ,ଜିଲ୍ଲା ସମ୍ପାଦକ ସଞ୍ଜୟ […]

ବରଗଡ଼୦୧/୦୮(ନବୀନ କୁମାର ଦାଶ):ଗ୍ରୀଷ୍ମ ପ୍ରବାହ ଯାଇ ବର୍ତ୍ତମାନ ବର୍ଷା ମାସ ଆସିଲା ସତ କିନ୍ତୁ ରକ୍ତ ଭଣ୍ଡାର ମାନଙ୍କ ରେ ରକ୍ତ ର ଘୋର ଅଭାବ ରହିଛି।ଏହି ରକ୍ତା ଭାବ କୁ କିଛି କାଂଶ ରେ ଦୂର କରିବା ପାଇଁ ନିଷ୍ଠା ପରିବାର ତରଫ ରୁ ଗୁରୁ ଶ୍ରୀ ସତ୍ୟ ନାରାୟଣ ବହିଦାର ଙ୍କର ଜନ୍ମ ଦିନ ସ୍ମୃତି ତଥା ସମ୍ବଲପୁରୀ ଦିନ ଅବସର ରେ ବରଗଡ଼ ରକ୍ତ ଭଣ୍ଡାର […]

ବରଗଡ଼୦୧/୦୭(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ରେ ସବୁ ଗଡବଡ।ବରଗଡ଼ ନିଶାର ଗଡ ସହ ଚୋର ଡକା ୟତ ଙ୍କ ଗଡ ସାଜି ଅଞ୍ଚଳରେ ଛୋଟ ମୋଟ ଘଟଣା ଠାରୁ ଆରମ୍ଭ କରି ଦିନକୁ ଦିନ ନୂଆଁ ନୂଆଁ ଘଟଣା ଗୁଡ଼ିକ ଘଟି ନିରୀହ ଜୀବନ ବଳି ପଡ଼ିବା ସହ ଲୋକେ ସର୍ବସ୍ବାନ୍ତ ହେଉଥିବା ଅଞ୍ଚଳରେ ବେଶ୍ ନଜିର ରହିଛି।ସେଥିମଧ୍ୟରୁ ଅତାବିରା ଅନ୍ୟତମ ।ଅଞ୍ଚଳ ଟି ଚାଷ ପ୍ରବଣ ଅଞ୍ଚଳ ଭାବେ […]

ବରଗଡ଼୦୧/୦୭(ନବୀନ କୁମାର ଦାଶ):ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (BMC)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ଅମା ନୁଷିକ ଆକ୍ରମଣକୁ ଦୃଢ଼ନିନ୍ଦା କରି ବରଗଡ ଜିଲ୍ଲାରେ କାର୍ଯ୍ୟ ରତ ୪୨ ଜଣ ଓଏଏସ ଅଧି କାରୀ ଏବଂ ୨୨ ଜଣ ଓଆର ଏସ ଅଧିକାରୀଙ୍କୁ ମିଶାଇ ସମୁ ଦାୟ ୬୫ ଜଣ ଅଧିକାରୀ ଆଜି ଠାରୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ସାମୁହିକ ଛୁଟିରେ ରହିବା ପାଇଁ ଜିଲ୍ଲାପାଳଙ୍କୁ ଏକ ଆବେଦନ ପତ୍ର […]

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏବଂ ରାଜ୍ୟ ଉଚ୍ଚଶିକ୍ଷା,କ୍ରୀଡା ଓ ସଂସ୍କୃତି ବିଭାଗ ମନ୍ତ୍ରୀ ୨୨୦୭.୭ ଲକ୍ଷ ଅଟକଳ ମୂଲ୍ୟର ୧୬ ଗୋଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ସହ ହିତାଧିକାରୀଙ୍କୁ ପ୍ରଦାନ କଲେ ବିଭିନ୍ନ ସରକାରୀ ସୁବିଧା। ବରଗଡ଼(ନବୀନ ଦାଶ) ୨୮/୦୬:ରାଜ୍ୟ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଆଜି ସ୍ଥାନୀୟ ଆରଏମସି ପଡିଆ ଠାରେ ଗରିବ କଲ୍ୟାଣ ଏବଂ ବିକାଶ ସମାବେଶ ଅନୁଷ୍ଠିତ ହୋଇଛି।ସମାବେଶରେ ମୁଖ୍ୟ ଅତିଥି ଭାବେ […]

ବରଗଡ଼୦୮/୦୫/୨୫(ନବୀନ କୁମାର ଦାଶ):ବିଶ୍ବ ରେଡ କ୍ରସ ଡେ ଅବସର ରେ ଟାଟା ପାୱାର ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ବରଗଡ଼ ସ୍ଥିତ ଅଗ୍ରଗାମୀ ଯୁବକ ସଂଘ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ଟାଟା ପାୱାର ର ସୁରେନ୍ଦ୍ର ହୋତା ଏସ ଇ,ବିଭୂତି ଭୂଷଣ ଶତପଥୀ ଇ ଇ,ସି ଏସ ଆର ମୁଖ୍ୟ ଅରୁଣା ମାରାଣ୍ଡି ପ୍ରମୂଖ ମୁଖ୍ୟ […]

Pin It on Pinterest