ବରଗଡ଼୦୮.୦୫.୨୦୨୫(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଲାଦେର ପାଲି ଛକ ତ୍ରୁଟି ପୂର୍ଣ୍ଣ ତଥା ଅସମ୍ପୂର୍ଣ୍ଣ ଚାରି ଥାକିଆ ୫୩ନଂ ମୁଖ୍ୟ ଜାତୀୟ ରାଜପଥ ରେ ତିନି ଯୁବକ ଏକ ବାଇକ୍ ପ୍ଲାଟିନା ନଂ-ଓଡି ୧୭ ଏସି ୯୭୮୧ ରାଜରାସ୍ତା ରେ ଯିବା ସମୟରେ ବରଗଡ଼-ସମ୍ବଲପୁର ୱେ ସମ୍ବଲପୁର ଅଭିମୁଖେ ଏକ ଦୃତ ଗାମୀ ଅଜଣା ଟ୍ରକ୍ ରେ ପାଖାପାଖି ସକାଳ ସାଢେ଼ ୬ଘଣ୍ଟା ସମୟରେ ଜୋର୍ […]

ବରଗଡ଼୦୫.୦୫.୨୦୨୫(ନବୀନ କୁମାର ଦାଶ):ବରଗଡ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ କଲା ଦହନା ସାଂସ୍କୃତିକ ଅନୁଷ୍ଠାନ,କଟାପାଲି, ବରଗଡ ତରଫରୁ ସମ୍ପାଦକ ତଥା ପ୍ରତିଷ୍ଠାତା କବି ଦିନେଶ ଭୋଇଙ୍କ ସମ୍ପାଦନାରେ ଏବଂ ସଭାପତି କବି ବିକ୍ରମ ସାହୁଙ୍କ ସଭାପତିତ୍ୱରେ ରାଜ୍ୟ ସ୍ତରୀୟ ତୃତୀୟ ସ୍ୱନକ୍ଷତ୍ର ଉଚ୍ଛବ ଏବଂ ପଞ୍ଚମ ସାହିତ୍ୟ ସଂପାନ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ,ନୃତ୍ୟ,ଆଲୋଚନା,ପୁସ୍ତକ ଉନ୍ମୋଚନ ସହ ନବୋଦୟ ଯୁବ ପୀଢ଼ି ମାନଙ୍କ ପାଇଁ ଉତ୍ସାହ ଜନକ ସମ୍ମାନ […]

ନବୀନ ଦାଶ(ବରଗଡ): ଆଜି ଗୁରୁବାର ସନ୍ଧ୍ଯା ୫ଟା ସମୟରେ ସମ୍ବଲପୁର ବନମଣ୍ଡଲ ଆଞ୍ଚଳିକ ବନସଂରକ୍ଷକ ଟି ଅଶୋକ କୁମାରଙ୍କ ନିର୍ଦ୍ଦେଶ କ୍ରମେ ଓ ବରଗଡ ବନଖଣ୍ଡ ଅଧିକାରୀ ବିକ୍ରମଦେବ ପଟ୍ଟନାୟକଙ୍କ ତତ୍ବାବଧାନରେ ବରଗଡ ବନାଞ୍ଚଳ ଅଧିନ ୫୩ ନମ୍ବର ଜାତୀୟ ରାଜପଥ ଅତାବିରା ନିକଟସ୍ଥ ରେଂଗାଲିକେମ୍ପ ଠାରେ ଏକ ଖଇର କାଠ ବୋଝେଇ ଟ୍ରକ ନଂ ସିଜି ୪ ଏଲ୍ ବି ୮୭୦୬ ବନବିଭାଗ କର୍ମଚାରୀମାନେ ଜବତ କରିଛନ୍ତି। ଉକ୍ତ […]

ନବୀନ ଦାଶ(ବରଗଡ):ବରଗଡ ଜିଲ୍ଲା ଅତାବିରା ଉଚ୍ଚ ବିଦ୍ୟାଳୟ ଠାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅବସର ରେ ବ୍ଲକ୍ ସ୍ତରୀୟ ଶିଶୁ ବିଜ୍ଞାନ କଂଗ୍ରେସ ପ୍ରଦର୍ଶନୀ ଅନୁଷ୍ଠିତ ହୋଇ ଯାଇଅଛି। ଉଦଘାଟନୀ ସମାରୋହ ରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ,ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପନ କୁମାର ଦାସ,ଉଚ୍ଚ ବିଦ୍ୟାଳୟ ଅତାବିରା ର ପ୍ରଧାନ ଶିକ୍ଷକ ମନୋଜ କୁମାର ହରିପାଲ […]

ନବୀନ ଦାଶ(ବରଗଡ଼)୧୩/୦୯: ବିଜେପୁରର ଐତିହାସିକ ଅନନ୍ତବ୍ରତ ମହୋତ୍ସବ ଦେଖିବାକୁ ଆସୁଥିବା ସମୟରେ ମାଲବୋଝେଇ ଟ୍ରକ ଦୁର୍ଘଟଣାରେ ଜଣେ ନାବାଳିକାର ମୃତ୍ୟୁ ଘଟିଛି।ଆଜି ସକାଳ ୯ ଟା ସମୟରେ ପଦ୍ମପୁର ପଟରୁ ଓଡି ୧୭ଏନ -୫୦୧୫ ନମ୍ୱର ବିଶିିଷ୍ଟ ଏକ ୧୬ ଚକିଆ ମାଲବୋଝେଇ ଟ୍ରକ ଆସୁଥିବାବେଳେ,ସ୍ଥାନୀୟ ବିଜେପୁର ଗଞ୍ଜେଇଭାଟି ଛକଠାରେ ସ୍କୁଟି ସହ ଏହି ଟ୍ରକ୍‌ଟିର ମୁହାଁମୁହିଁ ଧକ୍କା ହୋଇଥିଲା ।ଗାଡି ଚାଳକଙ୍କ ବେପରୁଆ ଗାଡି ଚାଳନା ପାଇଁ ଦୁର୍ଘଟଣା […]

ନବୀନ ଦାଶ(ବରଗଡ଼):ପଦ୍ମଶ୍ରୀ ହଳଧର ନାଗଙ୍କ ଚଣା ତରକାରୀ ଯିଏ ଠାରେ ଖାଇଛି ସେ ଜୁରିଛି ।ଏ ବର୍ଷ ପବିତ୍ର ରଥଯାତ୍ରା ଦିନ ପଦ୍ମଶ୍ରୀ ହଳଧର ନାଗ ପୁଣିଥରେ ଲୋକଙ୍କୁ ନିଜ ହାତରନ୍ଧା ଚଣା ତରକାରି ଚଖେଇଛନ୍ତି। ଏହି ତରକାରି ଖାଇବାକୁ କବି କୁଟୀରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।ଶ୍ରୀ ନାଗଙ୍କ କହିବାନୁଯାଇ, ୧୨ହଜାର ଟଙ୍କାର ଚଣା ତରକାରି ବିକ୍ରି ହୋଇଛି । ଗତ ଦୁଇବର୍ଷ ହେଲା କରୋନା ପାଇଁ […]

ନବୀନ ଦାଶ(ବରଗଡ଼): ତଥା ଆଦିବାସୀ ଜନ ବହୁଳ ତଥା ଓଡ଼ିଶାର ଭାତହାଣ୍ଡି ରୂପେ ବେଶ ପରିଚିତ ବରଗଡ଼ଜିଲ୍ଳା ରେ ପ୍ରାୟତଃ ଅଧାରୁ ଅର୍ଦ୍ଧେକ ଲୋକେ ଚାଷ ଉପରେ ନିର୍ଭର କରିଥାନ୍ତି।ଧାନ ଚାଷ ହେଉ କି ପନିପରିବା ଚାଷ ହେଉ କେମିତି ଅଧିକ ଅମଳ କରି ଦି ପଇସା ଅଧିକ ଲାଭ ହେବ ସେ ଉପରେ ଲକ୍ଷ ରଖିଥାଏ।ସେହିପରି ଅମଳ ପନିପରିବା ଗୁଡିକୁ ଜିଲ୍ଲା ତଥା ଜିଲ୍ଲା ବାହାରକୁ ନେଇ ବିକ୍ରି […]

ନବୀନ ଦାଶ(ସ୍ଵତନ୍ତ୍ର ପ୍ରତିନିଧି): ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ୨୪ଟି ପଞ୍ଚାୟତ ତଥା ୧୨ଟି ୱାର୍ଡ ବିଶିଷ୍ଟ ଏନ୍ ଏସି କୁ ନେଇ ଗଠିତ ହୋଇଥିବା ବେଳେ ଅଞ୍ଚଳ ଟି କୃଷି ତଥା ଆଦିବାସୀ ଜନ ବହୁଳ ଅଞ୍ଚଳ।ଏହି ଅଞ୍ଚଳ ଦେଇ ୫୩ନଂ ମୁଖ୍ୟ ଜାତୀୟ ରାଜପଥ ଭେଦ କରି ଯାଇଥିବା ବେଳେ ଦିନରାତି ହଜାର ହଜାର ଗାଡ଼ି ମଟର ସହ ଲୋକଙ୍କ ଭିଡ ହୋଇ ଟ୍ରାଫିକ ସମସ୍ୟା ଅଣାୟତ୍ତ […]

Pin It on Pinterest