ସଂଜୟ ଶତପଥୀ(କଟକ): ଚଳିତ ମାସରେ ଜାମ୍ମୁକାଶ୍ମୀର ଠାରେ ଅନୁଷ୍ଠିତ ହୋଇଥିବା ସ୍କୋଏ ମାର୍ଶାଲ ଆର୍ଟ ଓ ସିପକ୍ ଟାକରୋ ପ୍ରତିଯୋଗିତାରେ କଟକର ଅନ୍ୟତମ ଅଗ୍ରଣୀ ସରକାରୀ ଶିକ୍ଷାନୁଷ୍ଠାନ ସୟଦ୍ ସେମିନାରୀ ସ୍କୁଲ ର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ଦ୍ବିତୀୟ ସ୍ଥାନ ଅଧିକାର କରିବା ସହ ରନର୍ସ ଅପ୍ ଟ୍ରଫି ହାସଲ କରିଛନ୍ତି। ଜାତୀୟସ୍ତରରେ ଓଡ଼ିଶାର ସମ୍ମାନ ବୃଦ୍ଧି କରିଥୂବା ଏହି ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯିବା ପରିପ୍ରେକ୍ଷୀରେ ସୟଦ୍ ସେମିନାରୀ ସ୍କୁଲ […]
bastabtv
ସଂଜୟ ଶତପଥୀ(କଟକ):ଆଜି କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀ ଧବଳେଶ୍ବର ଙ୍କ ପୀଠରେ ଆବାହମାନ କାଳରୁ ପ୍ରଭୁଙ୍କର ଦୈନିକ ନିତି କାନ୍ତି କାର୍ଯ୍ୟ ସମାପନ କରି ଦର୍ଶନାର୍ଥୀଙ୍କ ଦାନ ଦକ୍ଷିଣା ରେ ନିଜ ନିଜର ପରିବାରର ପ୍ରତିପୋଷଣ କରୁଥିବା ବ୍ରାହ୍ମଣ ପୂଜକମାନେ ମନ୍ଦିର ପ୍ରତି ପ୍ରଶାସନର ଅବହେଳା ବିରୁଦ୍ଧରେ ସ୍ବର ଉତ୍ତୋଳନ କରି ପୀଠକୁ ରାସ୍ତା ବନ୍ଦ ଆନ୍ଦୋଳନ କରିଛନ୍ତି। ପ୍ରକାଶ ଥାଉକି,ଶ୍ରୀ ଧବଳେଶ୍ବର ଙ୍କ ପୀଠକୁ ସଂଯୁକ୍ତ […]
ସଂଜୟ ଶତପଥୀ(କଟକ)୧୩।୧୨: ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ କଟକ ମହାନଗର ନିଗମ(ସିଏମସି)ପକ୍ଷରୁ ସିଏମସି ଅଧିନରେ କାର୍ଯ୍ୟକରୁଥିବା ଠିକା ଛଟେଇ ଶ୍ରମିକମାନଙ୍କୁ ପୁନଃ ନିଯୁକ୍ତି ଓ ଅନ୍ୟାନ୍ୟ ଦାବୀରେ ସଂଘରସଭାପତି ବସନ୍ତ କୁମାର ସାହୁଙ୍କ ନେତୃତ୍ଵରେ ସିଏମସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ସିଏମସି କମିସନରଙ୍କୁ ୫ ଦଫା ସମ୍ବଳିତ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ଏହି ଦାବୀ ଗୁଡିକ ମଧ୍ୟରେ ଠିକା କର୍ମଚାରୀମାନେ ଦୀର୍ଘ୧୪ବର୍ଷରୁ […]
ପ୍ରମୋଦ ନାୟକ(ଭୁବନେଶ୍ୱର)୧୮।୧୦: ସାମ୍ଭବ୍ୟ ବାତ୍ୟା ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ଆସନ୍ତା ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଧିକାରୀଙ୍କ ହେଡ୍ କ୍ୱାଟର୍ସରେ ରହିବାକୁ ନିର୍ଦ୍ଦେଶ ।ଉପକୂଳବର୍ତ୍ତୀ ସାତ ଜିଲ୍ଲାଗୁଡିକୁ ସତର୍କ ଜାରି କଲେ ସରକାର । ଏହି ସବୁ ଜିଲ୍ଲାର ସରକାରୀ ଅଧିକାରୀମାନଙ୍କ ଛୁଟି ବାତିଲ ହୋଇଛି । ସଂପୃକ୍ତ କର୍ମଚାରୀଙ୍କ ଜିଲ୍ଲା ହେଡ୍ କ୍ୱାର୍ଟର୍ସ ନଛାଡିବାକୁ ନିର୍ଦ୍ଦେଶ । ବାତ୍ୟାର ପୂର୍ବ ପ୍ରସ୍ତୁତି […]
ଭୁବନେଶ୍ବର: ବଢ଼ିଲା ବାତ୍ୟା ଆଶଙ୍କା,ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ପୁର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା । ଗତକାଲିର ଘୂର୍ଣ୍ଣିବଳୟ ଆଜି ସକାଳ ସାଢ଼େ ୮ଟାରେ ପାଖାପାଖି ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ବାୟୁମଣ୍ଡଳର ୫.୮ କିମି ଯାଏଁ ବ୍ୟାପିଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ […]
ଡ଼.ନବକିଶୋର ମିଶ୍ର ନବରାତ୍ରୀ ୨୦୨୨ ର ପ୍ରଥମ ଦିନ: ଶାରଦିଅ ନବରାତ୍ରି ବ୍ରତ୍ର ,ଆଦୀ ଶକ୍ତି ମା ଦୁର୍ଗାଙ୍କ ପୂଜା ଆଜି,୨୬ ସେପ୍ଟେମ୍ବର ରୁ ଆରମ୍ଭ ହେଉଛି | ପଞ୍ଚାଙ୍ଗର ଅଶ୍ୱିନ ମାସର ଶୁକ୍ଲ ପକ୍ଷରେ ନବରାତ୍ରୀଙ୍କ ଉପବାସ ଏବଂ ଉପାସନା କରାଯାଇଥାଏ। ନବରାତ୍ରିର ନଅ ଦିନରେ ମା ଦୁର୍ଗାଙ୍କର ନଅ ପ୍ରକାର ରୂପର ପୂଜା କରିବାର ନିୟମ ଅଛି, ଯାହାକୁ ନବଦୁର୍ଗା ପୂଜା କୁହାଯାଏ। ପ୍ରଥମ ଦିନରେ ମା […]
ବାସ୍ତବବ୍ୟୁରୋ:ପୁଣେରେ ଥିବା ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ ବିରୋଧରେ ଏକ ଶୋଭାଯାତ୍ରାରେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦିଆଯାଇଥିଲା। ଏହି ଘଟଣା ପରେ ମହାରାଷ୍ଟ୍ର ନବନିର୍ମାନ ସେନା ମୁଖ୍ୟ ରାଜ ଠାକରେ ଚେତାବନୀ ଦେଇଛନ୍ତି ଯେ ଯଦି ହିନ୍ଦୁ ଏବଂ ମରାଠୀମାନେ ଏହି ମାମଲା ନିଜ ହାତକୁ ନେଇଯାଆନ୍ତି, ତେବେ ପର୍ବ ସମୟରେ ଅଶାନ୍ତି ଦେଖାଦେବ। ଶନିବାର ଦିନ ପ୍ରକାଶିତ ବିବୃତ୍ତିରେ ସେ କହିଛନ୍ତି, “ଯଦି ଭାରତ ହିନ୍ଦୁ ଏବଂ ଆମର […]
ହାଇଲାଇଟ୍ସ …. ମେ ୨୦୧୩ ରେ ଏହି ରାଜପଥର ନାମ ୪୯୧ କୁ ପରିବର୍ତ୍ତନ କରାଯାଇଛି ଏହି ରାଜପଥ ନିର୍ମାଣ ହେବା ଦିନଠାରୁ ଏହା ଉପରେ ଅନେକ ଦୁର୍ଘଟଣା ଘଟିଥିଲା ଲୋକମାନେ କୁହନ୍ତି ଯେ ଜଣେ ମହିଳା ଏହି ରାଜପଥରେ ବୁଲୁଥିବାର ଦେଖାଯାଏ ବାସ୍ତବବ୍ୟୁରୋ:ଯଦି ଆମେ ଆପଣଙ୍କୁ ଏକ ରାଜପଥ ବିଷୟରେ କହିଥାଉ ଯେଉଁଥିରେ ଚାଲିବା ସମୟରେ କେଉଁ ଯାନଗୁଡିକ ଅଦୃଶ୍ୟ ହୋଇଯାଏ, ତେବେ ଆପଣ ଏହାକୁ ବିଶ୍ୱାସ […]
ସୁବର୍ଣପୁର(ନମୋଗୁରୁ ହୋତା): ସେପ୍ଟେମ୍ବର ୧୯ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ବିଶ୍ୱ ଶ୍ରବଣବାଧିତ ସପ୍ତାହ ଭାବରେ ପାଳନ କରାଯାଏ। ଏବଂ ସେପ୍ଟେମ୍ବର ୨୩ ତାରିଖ କୁ ବିଶ୍ୱ ସାଙ୍କେତିକ ଭାଷା ଦିବସ ରୂପେ ପାଳନ କରାଯାଏ।ସେହିପରି ଭାବରେ ଆମ ଓଡ଼ିଶା ର ସୁବର୍ଣପୁର ଜିଲ୍ଲା ଉଲ୍ଲୂଣ୍ଡା ବ୍ଲକ ଅନ୍ତଗତ ଚଢେଇପଙ୍କ ଗ୍ରାମ ପଂଚାୟତ ରେ ଅବସ୍ଥିତ ହେପି ହେଣ୍ଡ ସ୍କୁଲ ଫର ଦି ଡେଫ ରେ ମଧ୍ୟ ପାଳନ କରାଯାଇଛି। […]
ସଞ୍ଜୟ ଶତପଥୀ(କଟକ): କଟକ ଟାଙ୍ଗି ଟୋଲ ଗେଟରୁ ଜବତ ହୋଇଛିଏକ କୁଇଣ୍ଟାଲ ରୁପା ଇଟା,ଚାନ୍ଦି ଅଳଙ୍କାର ସହ ୧୨ ଲକ୍ଷ ଟଙ୍କା । ଏହି ମାମଲାରେ ଦୁଇ ଜଣଙ୍କୁ ଅଟକଙ୍କୁ ରଖାଯାଇଛି। କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ଦ୍ୱାରା ଏହା ଜବତ କରାଯାଇଛି ।ଜିଏସଟି ଏବଂ ଅବକାରୀ ବିଭାଗ ପକ୍ଷରୁ ଦୁଇ ଅଭିଯୁକ୍ତଂକୁ ଅଟକ ରଖି ପଚରାଉଚାର କରାଯାଉଛି । କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ,ବିଶ୍ବସ୍ତ ସୂତ୍ରରୁ ଖବର ପାଇ […]


