ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ୨୯ ମଇରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛି। ଏଥିରେ ଟି -20 ବିଶ୍ୱକପ ଆୟୋଜନ ବିଷୟରେ ଆଲୋଚନା ହୋଇପାରେ। ବାସ୍ତବବ୍ୟୁରୋ:ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ୨୯ ମଇରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛି। ଏହି ବୈଠକରେ ଟି -20 ବିଶ୍ୱକପ ଆୟୋଜନ ବିଷୟରେ ଆଲୋଚନା ହୋଇପାରେ। କରୋନା ମହାମାରୀ ମଧ୍ୟରେ ଅକ୍ଟୋବର ଏବଂ […]


