ବାସ୍ତବବ୍ୟୁରୋ: ସତରେ ଗୋଟିଏ ଛୋଟ ଅଳେଇଚ ବା ଗୁଜୁରାତି ଆମ ଶରୀର ପାଇଁ କେତେ ଲାଭ ଦାୟକ | ଜଣେ ଅଜଣା ବନ୍ଧୁ ପରି ସବୁ ଖୁସିରେ ସେ ଆମ ସାଥିରେ | ହଁ! ଚା ଠାରୁ ମିଠା ପର୍ଯ୍ୟନ୍ତ, ଆପଣ ସବୁଆଡେ ସବୁଜ ଗୁଜୁରାତି ପାଇବେ | ଏହା କେବଳ ଆମ ଖାଦ୍ୟର ସ୍ୱାଦ ଦେଇନଥାଏ କିମ୍ବା କେବଳ ଏଥିରେ ସୁଗନ୍ଧ ଯୋଗାଏ ନାହିଁ, ଗୁଜୁରାତି ଆମ ଶରୀର […]


