ଜଗତସିଂହପୁର : ବିଜୁ ସ୍ବାସ୍ଥ୍ୟବୀମା କାର୍ଡ ଦ୍ୱାରା ଗରିବଙ୍କ ମାଗଣା ସ୍ୱାସ୍ଥ୍ୟ ସେବାର ସରକାର ଡିଣ୍ଡିମ ପିଟୁଥିବା ବେଳେ, କାର୍ଡଧରି ହସ୍ପିଟାଲରୁ ହସ୍ପିଟାଲ ଦୌଡ଼ିବା ପରେ ବି ଫଳ ଶୁଉନୁ । ଚିକିତ୍ସା ଅଭାବରୁ ଅକାଳରେ ଚାଲି ଯାଉଛି ଅନେକଙ୍କ ପ୍ରାଣ । ଏମିତି ଚିକିତ୍ସା ଅଭାବରୁ ଜଗତ୍‌ସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ପଙ୍କପାଳ ଗାଁର ଜଣେ କର୍କଟ ରୋଗୀ ଶତ୍ରୁଘ୍ନ ଓଝା ପ୍ରାଣ ହରାଇଛନ୍ତି। ଖବର ଅନୁଯାଇ, ଶତ୍ରୁଘ୍ନ […]

Pin It on Pinterest