ବାସ୍ତବବ୍ୟୁରୋ: ଆଜି ୨୦ ଡିସେମ୍ବର ୨୦୨୦ : ଆପଣଙ୍କର ଜନ୍ମଦିନ |ଜନ୍ମଦିନର ଶୁଭେଚ୍ଛା ସହିତ ବାସ୍ତବଟିଭି ର ବିଶେଷ ଉପସ୍ଥାପନାକୁ ସ୍ୱାଗତ|ଏହି ସ୍ତମ୍ଭ ନିୟମିତ ଭାବରେ ପାଠକଙ୍କ ବ୍ୟକ୍ତିତ୍ୱ ଏବଂ ଭବିଷ୍ୟତ ବିଷୟରେ ସୂଚନା ଦେବ, ଯେଉଁମାନଙ୍କର ଜନ୍ମଦିନ ଆଜି ଅର୍ଥାତ ୨୦ ଡିସେମ୍ବର ରେ ଜନ୍ମ ହୋଇଥିବା ଲୋକଙ୍କ ବିଷୟରେ ଏଠାରେ ଆଲୋଚନା କରିବା – ୨୦ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ମୁଲ୍ୟାଙ୍କ ୨ ରହିବ | […]

Pin It on Pinterest