ବାସ୍ତବବ୍ୟୁରୋ:ରାଷ୍ଟ୍ରପତି ନିର୍ବାଚନକୁ ନେଇ ଜାରି ରହିଛି କଳନାଜଳ୍ପନା,ନିର୍ବାଚନ ତାରିଖ ଘୋଷଣା ପରେ ବଢିଛି ରାଜନୈତିକ ଉସ୍ମତା । ବିଜେପି ନେତୃତ୍ୱାଧୀନ ଏନଡିଏ ଏହାର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ବିଜୟରେ ଆତ୍ମବିଶ୍ୱାସୀ,ୱାଇଏସଆରସିପି(YSRCP )ଏବଂ ବିଜେଡି ବ୍ୟତୀତ ସହଯୋଗୀ ଜେଡିୟୁ ସହିତ କୌଣସି ବିନା ମତଭେଦରେ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ କୌଶଳ ଆରମ୍ଭ କରୁଛି। ଶୁକ୍ରବାର ଦିନ ରାଜ୍ୟସଭା ନିର୍ବାଚନ ଶେଷ ହେବା ପରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ପାଇଁ ରାଜନୈତିକ ପ୍ରକ୍ରିୟା ଆରମ୍ଭ ହେବ […]

ପ୍ରମୋଦ ନାୟକ(ଭୁବନେଶ୍ବର): ୪ଟି ରାଜ୍ୟସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କଲେ ବିଜେଡିର ୪ ପ୍ରାର୍ଥୀ ।ମଙ୍ଗଳବାର ପୂର୍ବାହ୍ନରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦା୍ଖଲ କରିଥିବା ୪ ପ୍ରାର୍ଥୀ ହେଲେ ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ସୁଲତା ଦେଓ ଏବଂ ନିରଞ୍ଜନ ବିଶି।ଦଳର ବରିଷ୍ଠ ବିଧାୟକଙ୍କ ଉପସ୍ଥିତିରେ ଏହି ପ୍ରାର୍ଥୀମାନେ ବିଧାନସଭା ସଚିବାଳୟ ପରିସରରେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ସମେତ […]

ପ୍ରମୋଦ ନାଏକ(ଭୁବନେଶ୍ୱର): ମୁଁ ତ କେବେ କହି ନାହିଁ, ମୁଁ ରାଜ୍ୟସଭା ଯିବି ବୋଲି,ମୁଖ୍ୟମନ୍ତ୍ରୀ କହିଥିଲେ ତେଣୁ ମୁଁ ତାଙ୍କୁ ସମ୍ମାନ ଜଣାଉଛି। ସେ ମୋର ସୁପ୍ରିମୋ ସେ କହିଥିଲେ,ରାଜ୍ୟସଭା ପାଇଁ ମୁଁ କଣ ଲାଳାୟତ ହୋଇଛି କି ? ମୋତେ ପଠାଅ ପଠାଅ ବୋଲି କହିଛି କେବେ ? ଏ ହେଉଛି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ଉକ୍ତି।ରାଜ୍ୟସଭା ଟିକେଟରୁ ବଞ୍ଚିତ ହେବା ପରେ ସେ ଏପରି […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ୨୯/୦୫ /୦୨୨-ଚାନ୍ଦବାଲି ବିଜେଡ଼ି କାର୍ଯ୍ୟଳୟ ପରିସରରେ ବିଜେଡ଼ି ଦଳର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି । ଏହି ମିଶ୍ରଣ ପର୍ବରେ ଓରାସାହି ପଂଚାୟତର ଯୁବ ନେତା ଅମୂଲ୍ୟ ରାଉତଙ୍କ ସହ ୫୦ ପରିବାର ବିଧାୟକ ଡ଼. ବ୍ୟମୋକେଶ ରାଏଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ, ସରପଂଚ ଅକ୍ଷୟ ନାୟକ ନେତୃତ୍ୱରେ ବିଧିବଦ୍ଧ ଭାବେ ବିଜେଡ଼ି ଦଳରେ ସାମିଲ ହୋଇଛନ୍ତି । ଏଥୁନେଇ ବିଧାୟକ ଶ୍ରୀ […]

ଜଗତସିଂହପୁର : ବିଜୁ ସ୍ବାସ୍ଥ୍ୟବୀମା କାର୍ଡ ଦ୍ୱାରା ଗରିବଙ୍କ ମାଗଣା ସ୍ୱାସ୍ଥ୍ୟ ସେବାର ସରକାର ଡିଣ୍ଡିମ ପିଟୁଥିବା ବେଳେ, କାର୍ଡଧରି ହସ୍ପିଟାଲରୁ ହସ୍ପିଟାଲ ଦୌଡ଼ିବା ପରେ ବି ଫଳ ଶୁଉନୁ । ଚିକିତ୍ସା ଅଭାବରୁ ଅକାଳରେ ଚାଲି ଯାଉଛି ଅନେକଙ୍କ ପ୍ରାଣ । ଏମିତି ଚିକିତ୍ସା ଅଭାବରୁ ଜଗତ୍‌ସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ପଙ୍କପାଳ ଗାଁର ଜଣେ କର୍କଟ ରୋଗୀ ଶତ୍ରୁଘ୍ନ ଓଝା ପ୍ରାଣ ହରାଇଛନ୍ତି। ଖବର ଅନୁଯାଇ, ଶତ୍ରୁଘ୍ନ […]

Pin It on Pinterest