ମନୋଜ ମହାନ୍ତି(ଭୁବନେଶ୍ୱର): ‘ସଂସ୍କାର–ସମ୍ପାଦନ –ରୁପାନ୍ତରିତ’କୁ ମୁଳମନ୍ତ୍ର ଏବଂ ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସକୁ ଆଧାର କରି ମୋଦି ସରକାର “ସୁରକ୍ଷିତ ଭାରତ – ସମୃଦ୍ଧ ଭାରତ” ଗଠନ ପାଇଁ ସଂକଳ୍ପବଦ୍ଧ। ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ଦେଶବାସୀଙ୍କୁ ଦିଆଯାଇଥିବା ୨୩୫ଟି ପ୍ରତିଶୃତି ମଧ୍ୟରୁ ୨୨୨ଟି ପ୍ରତିଶୃତିକୁ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଜୀ। ମୋଦି ସରକାରଙ୍କ ଗତ ୧୦ ବର୍ଷର ବିଶ୍ୱସନୀୟତା ଏବଂ ଆଗାମୀ […]

ବାସ୍ତବବ୍ୟୁରୋ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ଅର୍ଥାତ ଡିସେମ୍ବର ୨୦୨୩ ସୁଦ୍ଧା ୧୦ ଲକ୍ଷ ଯୁବକଙ୍କୁ ଚାକିରି ଦେବେ। ସେ ଏହି ମେଗା ନିଯୁକ୍ତି ଡ୍ରାଇଭ୍କୁ ଧନ୍ତରାସ୍ ଦିନ ଅର୍ଥାତ୍୨୨ ଅକ୍ଟୋବର ଦିନ ଦିୱାଲୀ ଧମାକା ଆରମ୍ଭ କରିବେ | ଏହି ଦିନ ୭୫୦୦୦ ଯୁବକଙ୍କୁ ନିଯୁକ୍ତି ପତ୍ର ଦେବେ | ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଯୁବକମାନଙ୍କ ସହିତ ବାର୍ତାଳାପ କରିବେ | […]

ଶ୍ରୀମନ୍ତ ବାସ୍ତବ: ରାଷ୍ଟ୍ରପତି ପ୍ରାର୍ଥୀଙ୍କ ସମ୍ପର୍କରେ ବିରୋଧୀଙ୍କ ପକ୍ଷରୁ ଅନେକ ନାମ ଆଲୋଚନା କରାଯାଉଛି, କିନ୍ତୁ ଶାସକ ଦଳ ଏପର୍ଯ୍ୟନ୍ତ କାର୍ଡ ଖୋଲି ନାହାଁନ୍ତି। ଏପରିକି ୨୦୧୭ ମସିହାରେ ବିହାରର ତତ୍କାଳୀନ ରାଜ୍ୟପାଳ ରାମ ନାଥ କୋବିନ୍ଦଙ୍କ ନାମ ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରାର୍ଥୀ ଭାବରେ ଘୋଷଣା କରାଯିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବୁଧବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ନେତା ମମତା ବାନାର୍ଜୀ ବିରୋଧୀଦଳର ନେତାଙ୍କ ଏକ […]

ବାସ୍ତବବ୍ୟୁରୋ:୨୦୨୪ ରେ ହେବାକୁ ଯାଉଛି ଲୋକସଭା ନିର୍ବାଚନ,ଭାରତୀୟ ଜନତା ପାର୍ଟି ଏଥି ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛି। ପ୍ରସ୍ତୁତ କରିଛି ୧୪୪ ଫର୍ମୁଲା |ବିଜେପିର ଲକ୍ଷ ହେଉଛି ୧୪୪ ଲୋକସଭା ଆସନରେ ନିଜର ଉପସ୍ଥିତିକୁ ମଜବୁତ କରିବା ଯେଉଁଠାରେ ୨୦୧୯ ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା | ସଂଗଠନର ସାଧାରଣ ସମ୍ପାଦକ ବି.ଏଲ୍ ସନ୍ତୋଷ ଏହି ଯୋଜନା ଉପରେ ଏକ ଉପସ୍ଥାପନା କରିଛନ୍ତି |ଯେଉଁଥିରେ କେନ୍ଦ୍ର ମନ୍ତ୍ରୀମାନଙ୍କ ପାଇଁ […]

ପ୍ରମୋଦ ନାୟକ(ଭୁବନେଶ୍ଵର): ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇ ସାରିଛି। ଏବେ ପ୍ରଚାର ପାଇଁ ସଳବାଜ ହେଲେଣି ଦଳ ତଥା ପ୍ରାର୍ଥୀଙ୍କ ସମର୍ଥକ ।ଏବେ ସରଗରମ ହେବ ବ୍ରଜରାଜ ନଗର ରାଜନୀତି । କମ୍ପିବ ବ୍ରଜରାଜନଗର ମଇଦାନ। ଛୁଟିବ ନେତାଙ୍କ ସୂଅ। ଏହି ପରିପେକ୍ଷୀରେ ବିଜେପି ତାର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ଏଥିରେ ସଭାପତି ସମୀର ମହାନ୍ତିଙ୍କ […]

ଭୁବନେଶ୍ୱର:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାଲେଶ୍ୱର ଜିଲ୍ଲା ନୀଳଗିରିରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଲୋକନାଥ ଦଳେଇଙ୍କ ପ୍ରତି ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ,ପରିପେକ୍ଷୀରେ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି ।ଶ୍ରୀ ପ୍ରଧାନ ନିଜ ଟ୍ୱିଟର ଆକାଉଣ୍ଟ ମାଧ୍ୟମରେ କହିଛନ୍ତିକି, କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଲୋକନାଥ ଦଳେଇଙ୍କ ପ୍ରତି ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ସହିତ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୋଡ଼ରେ ବେଡ଼ି ପକାଇବା ଦୁଃଖଦାୟକ ଓ ଗଭୀର ଚିନ୍ତାଜନକ । ଶ୍ରୀ ପ୍ରଧାନ କହିଛନ୍ତି […]

ବାସ୍ତବବ୍ୟୁରୋ:(କୋଲକାତା) କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ)ର ଅଧ୍ୟକ୍ଷ ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ରବିବାର ଦିନ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ଭେଟିଛନ୍ତି। ଏହି ବୈଠକ ପରେ ଗାଙ୍ଗୁଲି ରାଜନୀତିରେ ପ୍ରବେଶ କରିପାରନ୍ତି ବୋଲି ବିଶ୍ୱାସ କରାଯାଏ। ଗତ କିଛି ଦିନ ହେବ ଗାଙ୍ଗୁଲି ବିଜେପିରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଚାଲିଛି। ରାଜ ଭବନ ସୂତ୍ରରୁ ପ୍ରକାଶ ଯେ ଏହା ଏକ ‘ସୌଜନ୍ୟତା […]

Pin It on Pinterest