ସଂଜୟ ଶତପଥୀ(କଟକ):ଗୌରବ ଶ୍ରୀ ମଧୁସୂଦନ ଦାଶ ଓଡିଶା ପ୍ରଦେଶ ର ପ୍ରାଣ ପ୍ରତିଷ୍ଠାତା ଓ ଓଡ଼ିଆଙ୍କୁ ପ୍ରବଳ ଭଲ ପାଉଥିବା ଜଣେ ସାମାଜିକ କ୍ରାନ୍ତିକାରୀ ସ୍ୱାଧୀନତା ସଂଗ୍ରାମୀ ଥିଲେ ।ତାଙ୍କ ସ୍ବଦେଶ ତଥା ସ୍ୱଜାତି ପ୍ରୀତିର ତୁଳନା ନାହିଁ । ମେକ ଇନ ଓଡିଶା ତଥା ଶ୍ରୀଜଗନ୍ନାଥଙ୍କ ପାଇଁ କୋର୍ଟ ରେ ଇଂରେଜ ବିରୁଦ୍ଧରେ ଲଢ଼ିବା,ଉତ୍କଳ ସମ୍ମିଳନୀ ଦ୍ଵାରା ଓଡିଶାକୁ ସ୍ୱତନ୍ତ୍ର କରିବା ଆଦି ତାଙ୍କର ଓଡିଶାକୁ ବିଶେଷ ଅବଦାନ […]

ସଞ୍ଜୟ ଶତପଥୀ(କଟକ):କଟକନଗର ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ କର ପ୍ୟାଲେସ ଠାରେ ଅନୁଷ୍ଠିତ ହୋଇଯାଇଛି।କଟକନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ରାଜ୍ୟ ସଂଗଠନ ମନ୍ତ୍ରୀ ମାନନୀୟ ମାନସ କୁମାର ମହାନ୍ତି ଉପସ୍ଥିତ ରହି କାର୍ଯ୍ୟକର୍ତା ମାନଙ୍କୁ ଉପଯୁକ୍ତ ସାଂଗଠନିକ ମାର୍ଗଦର୍ଶନ କରାଇଥିଲେ।ବୈଠକ ଆରମ୍ଭରେ ସାଧାରଣ ସମ୍ପାଦକ ବିବେକାନନ୍ଦ ନାଏକ ଦ୍ବୀପ ପ୍ରଜ୍ବଳନ ସହ ବନ୍ଦେ ମାତରଂ କରାଇଥିଲେ।ଶୋକ ପ୍ରସ୍ତାବ ଆଗତ କରିଥିଲେ ଶ୍ରୀ […]

Breaking News

Pin It on Pinterest