ଆଦିତ୍ଯ ବେହେରା(ଭୁବନେଶ୍ବର):ପାଖେଇ ଆସୁଛି ସାଧାରଣ ନିର୍ବାଚନ ।ବଢୁଛି ରାଜନୈତିକ ଉଷ୍ମତା।ସଜାଗ ହେଲେଣି ସବୁ ରାଜନୈତିକ ଦଳ। ଗତ ୧୫ ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁର ଗସ୍ତରେ ଆସିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ଥର ଯାଇ ସାରିଛନ୍ତି। ଆଜି ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ପୁଣି ଥରେ ସମ୍ବଲପୁର ଜିଲ୍ଲା ଗସ୍ତ କରିବାର କାର୍ୟ୍ୟକ୍ରମ ରହିଛି । ଚାରମାଲରେ ହେବାକୁ ଥିବା ଓଡି଼ଶା କେନ୍ଦୁପତ୍ର କର୍ମଚାରୀ ସଂଘର ମହାସମାବେଶରେ […]
BJP Odisha
ସଂଜୟ ଶତପଥୀ(କଟକ): ଭାରତୀୟ ଜନତା ଯୁବା ମୋର୍ଚ୍ଚା ତରଫରୁ ସାରା ଭାରତରେ ଆୟୋଜିତ ହେଉଥିବା ନବ ମତଦାତା ସମ୍ମିଳନୀ ରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଇଭ ଉଦବୋଧନ ଦେଇଥିଲେ . ଓଡିଶାରେ ୪୦୦ ଟି ସ୍ଥାନରେ ଏବଂ କଟକରେ ବାଇମୁଣ୍ଡି ଓ ବାରବାଟି ମଣ୍ଡଳ ତରଫରୁ ଏହି ଭବ୍ୟ କାର୍ଯ୍ୟକ୍ରମ କଟକ ନଗର ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ହରିଚନ୍ଦନ ନାୟକଙ୍କ ନେତୃତ୍ୱରେ ବିଡାନାସୀ,ଶ୍ରୀରାମ ମଣ୍ଡପରେ ଏବଂ ଗୋପାଳଜୀଉ […]
ସଂଜୟ ଶତପଥୀ(କଟକ)୨୩.୧୧.୨୦୨୩: ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ତରଫରୁ କଟକ ଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା l ଏଥିରେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ବର ସାହୁ ଉପସ୍ଥିତ ଥିଲେ l ରାଜ୍ୟର କୃଷି ଏବଂ କୃଷକ ସମସ୍ୟା ନେଇ ସେ ଉଦବେଗ ପ୍ରକାଶ କରିଥିଲେ l ପ୍ରଥମତଃ ରାଜ୍ୟ ସରକାର ଗତ ସେପ୍ଟେମ୍ବର୍ ୧ ତାରିଖରୁ ସମସ୍ତ ମଣ୍ଡି ଖୋଲିବା ନେଇ ଘୋଷଣା କରିଥିବା […]
ସଂଜୟ ଶତପଥୀ(କଟକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ସେବା ପକ୍ଷ ପାଳନ ଅବସରରେ ଆଜି ବାରବାଟି କଟକ ନିର୍ବାଚନ ମଣ୍ଡଳୀରେ ରକ୍ତ ଦାନ ଶିବିର ମେରିଆ ବଜାର ରେ ଅନୁଷ୍ଠିତ ହୋଇଥିଲା । କଟକ ନଗର ବିଜେପି ତରଫରୁ ହୋଇଥିବା ଏହି କାର୍ଯ୍ୟକ୍ରମରେ କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ, ଯୁବମୋର୍ଚା ସଭାପତି ସତ୍ୟବ୍ରତ ମିଶ୍ର, ଶିବ ନାରାୟଣ ନାୟକ, ହରିଚନ୍ଦନ ନାୟକ, ବିଶ୍ୱଜିତ ପ୍ରଧାନ, ସୁମନ […]
ସଂଜୟ ଶତପଥୀ(କଟକ): ମାନ୍ୟବର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଙ୍ଗଳବାର ଅପରାହ୍ନରେ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କୁ ବାଲେଶ୍ୱର ରେଳ ଦୁର୍ଘଟଣା ପୀଡିତ ଙ୍କୁ ଦେଖିବାକୁ ଆସିଥିଲେ । ଶ୍ରୀମତୀ ଶଢଙ୍ଗୀଙ୍କୁ ସ୍ୱାଗତ କରିଥିଲେ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ ଓ ବରିଷ୍ଠ ନେତା ନୟନ କିଶୋର ମହାନ୍ତି । ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଓ ଅନ୍ୟାନ୍ୟ ଅଧିକାରୀ ମାନେ ସମସ୍ତ ପୀଡିତଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କ ରେ […]
ସଂଜୟ ଶତପଥୀ(କଟକ): ବିଜେପି ପ୍ରତିଷ୍ଠା ଦିବସ ତଥା ସେବା ସପ୍ତାହ ପାଳନ ଅବସରରେ ଆଜି ଅପ୍ରେଲ ୯ତାରିଖରେ ସକାଳ ୮ଟା ସମୟରେ ଗଡ଼ଗଡିଆ ଘାଟଠାରେ କଟକ ନଗର ବିଜେପିର ନମାମୀ ଗଙ୍ଗେ(ନଦୀ ପୂଜନ) ଓ ସ୍ଵଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଟକ ନଗର ସଭାପତି ଲଲାଟେନ୍ଦୁ ବଡୁ, ନମାମୀ ଗଙ୍ଗେ ରାଜ୍ୟ ସଭାପତି ମହେଶ୍ୱର ସାହୁ, ସହ ସଂଯୋଜକ ଅଶୋକ ରଥ, ଜିଲ୍ଲା ସଂଯୋଜକ ଦୁର୍ଯ୍ୟୋଧନ ଲେଙ୍କା, […]
ସଂଜୟ ଶତପଥୀ(କଟକ)୦୫/୦୪ : ଓଡ଼ିଶା ରାଜନୀତିର ପ୍ରାଣକେନ୍ଦ୍ର ହେଉଛି ଐତିହାସିକ ସହର କଟକ । ଓଡିଶାକୁ ରାଜ୍ୟ ସରକାର ଦୁର୍ନୀତିର ଗନ୍ତାଘର କରିଛନ୍ତି ତାହାକୁ ଭାରତୀୟ ଜନତା ପାର୍ଟି ଆଗାମୀ ନିର୍ବାଚନରେ ଧ୍ୱଂସ କରିବ ।ଓଡ଼ିଶାର ବିକାଶ ଓ ଉନ୍ନତି ପାଇଁ ସଦା ସର୍ବଦା କାର୍ଯ୍ୟ କରିବ ବିଜେପି । ଆଗାମୀ ୨୦୨୪ ନିର୍ବାଚନ ପାଇଁ ଆଜି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ମା’ କଟକଚଣ୍ଡୀ ମନ୍ଦିରକୁ ଯାଇ […]
ପ୍ରମୋଦ ନାୟକ(ଭୁବନେଶ୍ୱର) ତା.୦୧/୦୪: ଷୋଡଶ ବିଧାନସଭାର ଦ୍ୱାଦଶ ଅଧିବେଶନ ୨୧ ଫେବୃଆରୀ ରୁ ଆସନ୍ତା ଏପ୍ରିଲ ୬ତାରିଖ ପର୍ଯ୍ୟନ୍ତ ଚାଲିବା ପାଇଁ କାର୍ଯ୍ୟ ଦିବସ ନିର୍ଘଂଟ ହୋଇଥିଲା । କିନ୍ତୁ ହଠାତ୍ ଅଗଣତାନ୍ତ୍ରିକ ଉପାୟରେ ଗତକାଲି ଅଧିବେଶନ ବନ୍ଦ କରାଯାଇଛି । ବିଧାନସଭା କାର୍ଯ୍ୟ ପରାମର୍ଶଦାତା କମିଟିରେ ବିନା ଆଲୋଚନାରେ ରାଜ୍ୟ ସରକାର କାହିଁକି ହଠାତ୍ ସ୍ୱେଚ୍ଛାଚାରିତଭାବେ ବିଧାନସଭା ବନ୍ଦ କରିଦେଲେ ଏହାର ଉତର ରଖନ୍ତୁ । ଏ ସରକାର […]
ପ୍ରମୋଦନାୟକ(ଭୁବନେଶ୍ବର): ମନମୋହନ ସାମଲ ରାଜ୍ୟ ବିଜେପିର ନୂଆ ସଭାପତି। ସେ ସମୀର ମହାନ୍ତିଙ୍କ ସ୍ଥାନରେ ଏହି ଦାୟିତ୍ବ ନିର୍ବାହ କରିବେ। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ମନମୋହନ ସାମଲଙ୍କୁ ରାଜ୍ୟ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି। ସଭାପତି ଭାବେ ନିଯୁକ୍ତ ହେବା ପରେ ମନମୋହନ ସାମଲ କହିଛନ୍ତି, ରାଜ୍ୟରେ ଚାଲିଥିବା ସରକାର ଅନ୍ୟାୟ, ଅତ୍ୟାଚାରରେ ବୁଡ଼ିଛି। ଅନ୍ୟାୟ, ଅତ୍ୟାଚାର ଓ ଦୁର୍ନୀତି ବିରୋଧରେ ଲଢ଼ିବ ବିଜେପି। ଓଡ଼ିଶାରେ […]
ପ୍ରମୋଦ ନାୟକ(ଭୁବନେଶ୍ୱର)ତା.୧୧/୦୩: ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସନ୍ତା ୨୬ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ତଥା ସମବାୟ ବିଭାଗ ମନ୍ତ୍ରୀ ଶ୍ରୀ ଅମିତ୍ ଶାହା । ଏହି ଅବସରରେ ଶ୍ରୀ ଶାହା ଭଦ୍ରକ ଲୋକସଭା ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଧାମନଗର ବିଧାନସଭା ନିର୍ବାଚନମଣ୍ଡଳିର ପାଳସାହି ଗ୍ରାମପଂଚାୟତ ଅନ୍ତର୍ଗତ ସାଁଆଳପୁରଠାରେ ଅନୁଷ୍ଠିତ ସାଧାରଣ ସଭାକୁ ଉଦ୍ବୋଦନ ଦେବେ ବୋଲି […]


