ସଂଜୟ ଶତପଥୀ(କଟକ):ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ହତ୍ୟା ତଥା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଥିବାରୁ ରାଜ୍ୟ ବ୍ୟାପି ବିଜେପି ର ଆନ୍ଦୋଳନ ଡାକରାରେ କଟକରେ କଟକ ନଗର ବିଜେପି ତରଫରୁ ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ଅପାରଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବୀ କରି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ସଭା କରାଯାଇଥିଲା। ସଭାରେ […]
BJP Odisha
ସଂଜୟଶତପଥୀ(କଟକ): ଆଜି ୭୪ତମ ପବିତ୍ର ସ୍ୱାଧୀନତା ଦିବସରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଚଣ୍ଡ ସମର୍ଥକ ବାଉଁଶ ଗଳିର ସେକ ରେହମାନ (ଦିବ୍ୟାଙ୍ଗ) ଭାଇ ମୋଦିଜୀଙ୍କୁ ତାଙ୍କର ଭାରତରେ ତଥା ବିଶ୍ୱରେ କରିଚାଲିଥିବା ମହାନ କାର୍ଯ୍ୟ ପାଇଁ ଶୁଭେଚ୍ଛା ଜଣାଇବାକୁ ତଥା ଦିବ୍ୟାଙ୍ଗ ଭାଇ ମାନଙ୍କ ଦୁଃଖ ଜଣାଇବାକୁ ନିଜ ହାତ ତିଆରି ତିନିଚକିଆ ସାଇକେଲ ଚଲାଇ ନେତାଜୀଙ୍କ ଜନ୍ମସ୍ଥାନ ଓଡ଼ିଆ ବଜାରରୁ ଦିନ ୧୦ଟାରେ ଦିଲ୍ଲୀ ଯାତ୍ରା ଶୁଭାରମ୍ଭ […]
ପ୍ରମୋଦନାୟକ(ଭୁବନେଶ୍ୱର): ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଗମ୍ଭୀର ହୋଇପଡିଛି । ବିଶେଷ ଭାବେ ମହିଳାମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଦଳିତ, ଆଦିବାସୀ ମହିଳାମାନଙ୍କ ଉପରେ ଅତ୍ୟାଚର କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି ଏବଂ ଏହାକୁ ରୋକିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ବିଫଳ ହୋଇପଡିଛନ୍ତି । ଗତ ୧୧ ତାରିଖ ଦିନ ରାୟଗଡା ଡାକ୍ତରଖାନାରେ ଗର୍ଭବତୀ ଥିବା ସୁଲାବତୀ ନାଏକଙ୍କ ମୃତ୍ୟୁ ଅତ୍ୟନ୍ତ ବିଦାରକ । ସୁଲାବତୀଙ୍କ ମୃତ୍ୟୁ ପାଇଁ […]
ସଂଜୟ ଶତପଥୀ(କଟକ): ବିଜେପି କଟକ ନଗରର ଏକ ଟିମ କଟକ ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ମଙ୍ଗଳବାର, ବିଡାନାସୀ ବନ୍ଧ ଛକ ବସ୍ତି ପାଖ ନାଳରେ ପଡି ମୃତ୍ୟୁ ବରଣ କରିଥିବା ୯ ବର୍ଷ ବୟସର ବାଳକ ଜୋସେଫର ପରିବାର କୁ ଭେଟି ସମବେଦନା ଜଣାଇଥିଲେ ଏବଂ ମୁକୁଳା ନାଳର ବିପଜ୍ଜନକ ସ୍ଥିତି ବୁଲି ଦେଖିଥିଲେ। ବିଜୁ ଜନତା ଦଳର ପଦାଧିକାରୀ କର୍ମକର୍ତା ଏହି ନାଳ କାମ […]
ସ୍ୱଚ୍ଛ ଓ ନିରପେକ୍ଷତା ଭାବେ ୯.୫୯ ଲକ୍ଷ ଘର ଯୋଗ୍ୟ ହିତାଧିକାରୀଙ୍କୁ ଦେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ : ବିଜେପି * ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ୱରେ ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ପ୍ରତିନିଧି ମଣ୍ଡଳୀ । ପ୍ରମୋଦ ନାୟକ(ଭୁବନେଶ୍ୱର)୧୭/୦୧: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ସଦ୍ୟତମ ମିଳିଥିବା ଅତିରିକ୍ତ ୯.୫୯ ଲକ୍ଷ ଘର ସ୍ୱଚ୍ଛ ଓ ନିରପେକ୍ଷତା ଭାବେ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ […]
ରାକେଶ ମହାନ୍ତି(ପାଟକୁରା):ଗତ ୮/୧/୨୩ ରେ ବରିଷ୍ଠ ରାଜନେତା ବିଜୟ ମହାପାତ୍ର ଗରଦପୁର ବ୍ଲକ ର ତିକନପୁର ଠାରେ ନିର୍ବାଚନ ମଣ୍ଡଳୀର ଛାମୁଆ କର୍ମୀଙ୍କ ସହ ହଜାର ହଜାର ସମର୍ଥକଙ୍କ ଗହଣରେ ବନ୍ଧୁମିଳନ କରିଥିଲେ ।ସବୁଠାରୁ ବଡ କଥା ପ୍ରଥମ ଥର ନିଜ ପୁଅ ସହ ମଞ୍ଚ ଶେୟାର କରିଥିଲେ ।ନୂଆ ନୁଆ ବିଜେପିରୁ ବିଧାୟକ ବଟିକା ଖାଇଥିବା ତେଜେଶ୍ବର ପରିଡ଼ା,ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ବା ଜାତୀୟ ଯୁବ ଦିବସ ଆଳରେ […]
ସଂଜୟ ଶତପଥୀ(କଟକ): ନଗର ଜିଲ୍ଲା ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ର ଏକ ବନ୍ଧୁ ମିଳନ ଖଟବିନ ସାହି ରୋଭର୍ସ ଷ୍ଟ୍ରିଟ ରେ ଅନୁଷ୍ଠିତ ହୋଇଯାଇଛି। ନଗର ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ମହମ୍ମଦ ସବିର ଙ୍କ ନେତୃତ୍ୱରେ ହୋଇଥିଲା । ଏହି ସଭାରେ କଟକ ନଗର ବିଜେପି ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ ମୁଖ୍ୟ ବକ୍ତା ରୂପେ ଯୋଗଦେଇ କେନ୍ଦ୍ରର ବିଜେପି ସରକାରଙ୍କର ମୁସଲମାନ ଭାଇ ଭଉଣୀଙ୍କ ପାଇଁ ହେଉଥିବା […]
ବାସ୍ତବବ୍ୟୁରୋ(କେନ୍ଦ୍ରାପଡ଼ା): ଧାମନଗର ଉପନିର୍ବାଚନରେ ବିଜେପିର ବିଜୟ ଘୋଷଣା ପରେ ରାଜନଗର ପୁର୍ବତନ ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଡ.ଅଲେଖ କୁମାର ଜେନାଙ୍କ ନେତୃତ୍ଵରେ ,ରାଜନଗର,ପଟ୍ଟାମୁଣ୍ଡାଇ ବିଜେପି କାର୍ଯ୍ୟକର୍ତ୍ତା ମାନେ ପଟ୍ଟାମୁଣ୍ଡାଇ ପାର୍ଟି ଅଫିସ ପ୍ରାଙ୍ଗଣରେ ବିଜୟ ଉତ୍ସବ ପାଳନ କରିବା ସହ ପଟ୍ଟାମୁଣ୍ଡାଇ ବଜାର ପରିକ୍ରମା କରିଥିଲେ । ଏକ ବର୍ଣ୍ଣାଢ୍ଯ ପରିବେଶରେ ବାଜା, ବାଣ ଫୁଟାଇ, ମିଷ୍ଟାନ୍ନ ବାଣ୍ଟି ବଡ଼ ଧୁମ ଧାମରେ ବିଜୟ ଉତ୍ସବ ପାଳନ […]
ସଂଜୟ ଶତପଥୀ(କଟକ): ଆଜି ଧାମନଗର ଉପନିର୍ବାଚନ ରେ ବିଜେପିର ବିଜୟ ଘୋଷଣା ପରେ କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ କଟକ ନଗର କାର୍ଯ୍ୟକର୍ତ୍ତା ମାନେ ସ୍ଥାନୀୟ ଗୌରୀଶଙ୍କର ପାର୍କ ଠାରେ ବାଜା, ବାଣ ଫୁଟାଇ, ମିଷ୍ଟାନ୍ନ ବାଣ୍ଟି ବଡ଼ ଧୁମ ଧାମରେ ବିଜୟ ଉତ୍ସବ ପାଳନ କରି, ନଗର ପରିକ୍ରମା କରିଥିଲେ। ଶ୍ରୀ ବଡୁ କହିଛନ୍ତି ଏହା ଦୀର୍ଘ ଦିନ ଧରି ମଦ ମତ୍ତ ହୋଇ […]
ସଂଜୟ ଶତପଥୀ(କଟକ): ଆଗାମୀ କଟକ ବାଲିଯାତ୍ରାରେ ପ୍ଲଟ ଆବଣ୍ଟନରେ ମୂଲ୍ୟ ବୃଦ୍ଧି ନେଇ ଭାଜପା କଟକ ନଗର ତରଫରୁ କଟକ ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଓ ପ୍ରତିବାଦ ସଭା କରା ଯାଇଥିଲା। କଟକ ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ହୋଇଥିବା ଏହି ଗଣ ଧାରଣା ରେ ବକ୍ତା ମାନେ ପ୍ଲଟ ମୂଲ୍ୟ ବୃଦ୍ଧି ତଥା ନିଲାମ ପଦ୍ଧତି ନେଇ ତୀବ୍ର ପ୍ରତିକ୍ରିୟା […]


