ଭଦ୍ରକବ୍ୟୁରୋ: ଶୁକ୍ରବାରଠାରୁ ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଜେପି ପକ୍ଷରୁ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂରଜ ସୂର୍ଯ୍ୟବଂଶୀ ଦଳୀୟ ପ୍ରାର୍ଥୀ ହେବା ଆପାତତଃ ଚୂଡ଼ାନ୍ତ ବୋଲି କୁହାଯାଉଛି। ଆସନ୍ତା ଦିନେ, ଦୁଇଦିନ ମଧ୍ୟରେ ସୂରଜଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି। ଅମିତ ସାହା, ଜେପି ନଡ୍ଡାଙ୍କ ଓଡିଶା ବିଜେପି ନେତା ମାନଙ୍କୁ […]

Breaking News

Pin It on Pinterest