ଏସ.ବାସ୍ତବ: ଚୀନ୍‌ର ସମସ୍ତ ଚେତାବନୀକୁ ଅଣଦେଖା କରି ଆମେରିକା ସଂସଦର ବାଚସ୍ପତି ନାନସୀ ପେଲୋସି ତାଇୱାନ ଗସ୍ତ କରିଛନ୍ତି। ଏହି ସମୟରେ ଚାଇନାର ବିମାନଗୁଡ଼ିକ ମଧ୍ୟ ତାଇୱାନ ସୀମାରେ ପ୍ରବେଶ କରି ଆକାଶରେ ବୁଲୁଥିଲେ। କେବଳ ଏତିକି ନୁହେଁ, କ୍ରୋଧିତ ଚୀନ୍ ଆମେରିକାର ରାଷ୍ଟ୍ରଦୂତଙ୍କୁ ଡକାଇ ଏହି କାର୍ଯ୍ୟରେ ଆପତ୍ତି ଜଣାଇଛନ୍ତି। ଏଥିରୁ ସ୍ପଷ୍ଟ ଯେ ଆମେରିକା ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ଏକ ନିମ୍ନ ସ୍ତରରେ ପହଞ୍ଚିଛି ଏବଂ […]

Breaking News

Pin It on Pinterest