ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୮-୧-୨୦୨୨:ଭଦ୍ରକ ଜିଲ୍ଲା ସତ୍ୟସାଇ ସେବା ସଂଗଠନ ଆହାନରେ ଚାନ୍ଦବାଲିରେ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ଚାନ୍ଦବାଲି ଏନ ଏସି ସତ୍ୟସାଇ ସେବା ସଂଗଠନ ଆଶ୍ରମ ପରିସରରେ ଶୀତ କାଳିନ ସ୍ବତନ୍ତ୍ର ପ୍ରେମ ସଂଜୀବନୀ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ରକ୍ତଦାନ ଶିବିରରେ ଚାନ୍ଦବାଲି ସତ୍ୟସାଇ ସେବା ସଂଗଠନର ଆବାହକ ରବିନ୍ଦ୍ର ଭୋଳଙ୍କ ସହିତ ଭଦ୍ରକ ବ୍ଲଡ ବ୍ୟାଙ୍କର ଡ଼ାକ୍ତର ଶରତ ଆଚାର୍ଯ୍ୟ ଯୋଗ ଦେଇ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ଡ୍ରାଇଭରଙ୍କ ଉନ୍ମତ କାଣ୍ଡ,୩୦ ଫୁଟୁ ତଳକୁ ଖସିଲା ଆମ୍ବୁଲାନ୍ସ। ଆମ୍ବୁଲାନ୍ସ ଡ୍ରାଇଭର ମଦ ନିଶାରେ ୩୦ ଫୁଟୁ ତଳକୁ ଖସାଇଲେ ଆମ୍ବୁଲାନ୍ସ ଖବର ଅନୁଯାଇ, ଭଦ୍ରକ ଜିଲ୍ଲା ତିହିଡ଼ିରୁ ଚାନ୍ଦବାଲି ବାଂଶଡ଼ା ଅଭିମୁଖେ ଏକ ଶବ ନେବା ପାଇଁ ଆମ୍ବୁଲାନ୍ସ ଟି ଆସୁଥିବା ବେଳେ ନାଲୁଗୁଣ୍ଡା ଛକ ନିକଟରେ ଭାରସାମ୍ୟ ହରାଇ ୩୦ ଫୁଟୁ ତଳକୁ ଖସି ପଡ଼ିଥିଲା। ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଗାଡ଼ିରୁ ଡ୍ରାଇଭରଙ୍କୁ […]

ଦେବକାନ୍ତ ମହାନ୍ତ(ଚାନ୍ଦବାଲି):୧୩/୦୬/୦୨୨ ଚାନ୍ଦବାଲିରେ ବିଜେପି ଯୁବ ମୋର୍ଚ୍ଚା ଓ କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ଚାନ୍ଦବାଲି ତହସିଲ କାର୍ଯ୍ୟାଳୟ ଅଗରେ ନାରାବାଜି କରିବା ସହ ପ୍ରତିବାଦ ସଭା କରାଯାଇଛି । ବିଜେପି ଦଳ ପକ୍ଷରୁ ଶତାଧିକ କର୍ମୀ ଓ ନେତା ଏକ ଶୋଭାଯାତ୍ରାରେ ଆସି ତହସିଲ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ସଭା କରିବା ସହ ତହସିଲଦାରଙ୍କୁ ଗିରଫ ଦାବୀ କରିଥିଲେ । ଚାନ୍ଦବାଲି ବ୍ଲକ ଜଳେଶ୍ଵରପୁର ପଂଚାୟତର ଜଣେ ଦଳିତ […]

Pin It on Pinterest