ବାସ୍ତବ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ବଢୁଥିବା ପ୍ରଦୂଷଣ ନିଦ ହଜାଇଲାଣି ଦିଲ୍ଲୀ ସରକାରଙ୍କର । ଦିଲ୍ଲୀରେ ପ୍ରଦୂଷଣ ମାତ୍ରାର ଉତ୍କଟ ଚିତ୍ର ଆସିବା ପରେ ସତର୍କ ହୋଇଛନ୍ତି ଦିଲ୍ଲୀ ସରକାର । ପ୍ରଦୂଷଣ ମାତ୍ରା କମେଇବା ପାଇଁ ସରକାର କେତେ କଟକଣା ଲାଗୁ କରିଛନ୍ତି। ଦିଲ୍ଲୀରେ ଏବେ କୌଣସି ନିର୍ମାଣ ଓ ଭଙ୍ଗାରୁଜା ଉପରେ ରୋକ ଲଗାଇଛନ୍ତି ଦିଲ୍ଲୀ ସରକାର।  ପରବର୍ତ୍ତୀ ଆଦେଶ ଆସିବା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ। […]

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦାବି କରିଛନ୍ତି ଯେ ଦେଶପ୍ରେମ ,ସଚ୍ଚୋଟତା ଏବଂ ମାନବିକତା ଆମ୍ ଆଦମୀ ପାର୍ଟିର ଆଦର୍ଶର ତିନୋଟି ସ୍ତମ୍ଭ ଏବଂ ଏହା ୨୦୨୨ -୨୩ ପାଇଁ ଦିଲ୍ଲୀ ବଜେଟରେ ପ୍ରତିଫଳିତ ହୋଇଛି। କେଜ୍ରିୱାଲ ମଙ୍ଗଳବାର ବିଧାନସଭାରେ ଭାଷଣ ଦେଇଥିଲେ। ତାଙ୍କ ସରକାର ଲୋକଙ୍କ ପାଇଁ କାମ ନକରିବାକୁ ସେ ସବୁ ପ୍ରକାର ଉଦ୍ୟମ କରୁଥିବା ସେ ଦୃଢହାକ୍ତି କରିଛନ୍ତି। କେଜ୍ରିୱାଲ ଏହା ମଧ୍ୟ କହିଛନ୍ତି […]

Pin It on Pinterest