କଂଗ୍ରେସ ଦଳର ଦୋମୁହାଁ ନୀତି ସ୍ପଷ୍ଟ ହୋଇଛି: ଅଭିଳାଷ ପଣ୍ଡା ନାରୀ ସୁରକ୍ଷା ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଉଦିତ୍ଙ୍କ ଅସଲ ଚେହେରା ପଦାରେ ପଡିଛି ମହିଳାଙ୍କୁ ନ୍ୟାୟ ପାଇଁ ଦେବାପାଇଁ ଆନ୍ଦୋଳନ କରୁଥିବା ବ୍ୟକ୍ତି ନିଜେ ଦୁଷ୍କର୍ମୀ ବୋଲି ଜଣାପଡ଼ିଛି ବହୁ ଅପରାଧିକ ମାମଲାରେ ଜଡ଼ିତ ଥିଲେ ଉଦିତ୍ ନୈତିକକା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ଭକ୍ତ ଦାସ ରାହୁଲ ଗାନ୍ଧୀଙ୍କ ଟୁଇଟ୍କୁ ଅପେକ୍ଷା ରହିଲାଭୁବନେଶ୍ୱର(ନି.ପ୍ର)୨୧/୦୭: ଜଣେ […]
congress
ଭୁବନେଶ୍ୱର ୦୪/୦୭(ଗୌତମ ମିଶ୍ର ): ସଂସଦରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟର ପ୍ରତିବାଦରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ମଙ୍ଗଳବାର ହୋଇଥିବା ବିକ୍ଷୋଭକୁ ନେଇ ଅଭାବନୀୟ ସ୍ଥିତି ଦେଖାଗଲା ପରେ ଜୟପୁର ବିଧାୟକ ଚେତାବନୀ ଦେଇଛନ୍ତି। ଏହି ଘଟଣାରେ ଆକ୍ରମଣକାରୀଙ୍କୁ ୭୨ ଘଣ୍ଟା ମଧ୍ୟରେ ଗିରଫ କରାନଗଲେ ସାରା ରାଜ୍ୟରେ କଂଗ୍ରେସ ଆନ୍ଦୋଳନ କରିବ ବୋଲି ସେ କହିଛନ୍ତି।ଆବଶ୍ୟକ ପଡ଼ିଲେ ୨୦ ହଜାର ଯୁବ ଛାତ୍ରଙ୍କ […]
ଭୁବନେଶ୍ୱର ୨୨/୦୬(ଗୌତମ ମିଶ୍ର ): ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ଘଟଣା କୁ ନେଇ ଯୋର ଧରିଛି ରାଜନୈତିକ ଚର୍ଚ୍ଚା । କିଏ ଓ କାହିଁକି ଏପରି କାଣ୍ଡ ଘଟାଇଲା ସେନେଇ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଏହି ଘଟଣାରେ ଏବେ ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ, ଯିଏ ଏପରି କାଣ୍ଡ ଘଟାଇଛି ଖୁବ୍ ଶୀଘ୍ର ତାକୁ ଚିହ୍ନଟ କରାଯାଇ ତା […]
ଭୁବନେଶ୍ୱର ୨୧/୦୬(ଗୌତମ ମିଶ୍ର ): ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ଚାମ୍ବରରେ ବସିଥିବା ବେଳେ ଶରତଙ୍କ ଉପରକୁ ଅସନ୍ତୁଷ୍ଟ ଗୋଷ୍ଠୀ କାଳିମାଡ଼ କରିଥିବା କୁହାଯାଉଛି । କାଳିମାଡ ସାଙ୍ଗକୁ ନାରାବାଜି ବି କରିଛନ୍ତି କିଛି ଯୁବକ । ତେବେ କଂଗ୍ରେସ ପକ୍ଷରୁ ନିଟ୍ ପ୍ରଶ୍ନପତ୍ର ଲିକ୍ ପାଇଁ ସାରା ଦେଶରେ ପ୍ରତିବାଦ କରାଯାଉଥିବାରୁ ସ୍ବର ଦବାଇବାକୁ କିଛି ଦୁବୃର୍ତ୍ତ ଏଭଳି କାଳିମାଡ କରିଛନ୍ତି ବୋଲି […]
ସଂଜୟ ଶତପଥୀ(କଟକ): କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଙ୍କୁ ସୁପ୍ରିମ କୋର୍ଟରୁ ଜାମିନ ମିଳିଛି ସତ,ହେଲେ ନିର୍ବାଚନରେ ପ୍ରାର୍ଥୀ ହୋଇ ପାରିବେ ନାହିଁ । ORHDC ର ଦୁର୍ନୀତି ମାମଲାରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ମାନ୍ୟବର ସୁପ୍ରିମ କୋର୍ଟ । ମୋକିମଙ୍କ ସ୍ୱତନ୍ତ୍ର ଲିଭ୍ ଆପଲିକେସନ କୁ ଗ୍ରହଣ କରି ରାଜ୍ୟ ଭିଜିଲାନ୍ସକୁ ନୋଟିସ ଜାରି କରିଛନ୍ତି ସୁପ୍ରିମ କୋର୍ଟ । ଏହା ସହିତ ତଳ କୋର୍ଟ […]
ନୂଆଦିଲ୍ଲୀ: ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ କେରଳର ୱାୟନାଡ ଆସନରୁ ଲୋକସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ରାହୁଲ ଏକ ବିଶାଳ ରୋଡ ସୋରେ ଯାଇ ନାମାଙ୍କନ ଦାଖଲ କରିଛନ୍ତି।ନାମାଙ୍କନ ଦାଖଲ ସମୟରେ ରାହୁଲଙ୍କ ସହିତ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ରହିଥିଲେ। ହଜାର ହଜାର ସମର୍ଥକ ରାହୁଲଙ୍କ ସହ ଏହି ପ୍ରାର୍ଥୀପତ୍ର ଦାଖଲ ବେଳେ ଉପସ୍ଥିତ ଥିଲେ । ଗତ […]
ନର୍ଲା(ସନ୍ତୋଷ ପାତ୍ର)ତା ୧୯/୦୧/୨୪: ଆଗକୁ ୨୦୨୪ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ନର୍ଲା ନିର୍ବାଚନ ମଣ୍ଡଳୀର ତିନୋଟି ପ୍ରମୂଖ ଦଳର ଆଶାୟୀ ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନେ ଦଳୀୟ ଟିକେଟ ପାଇବା ଆଶାରେ ଦଳ ବିରୋଧୀ କାର୍ଯ୍ୟକଳାପ ସହିତ ବିରୋଧି ଦଳର ମୁଖିଆ ଙ୍କ ସହିତ ସାକ୍ଷାତ କରୁଥିବା ସଧାରଣରେ ଆଲୋଚନା ହେଉଛି। କଛି ଦିନ ତଳେ ବିଜୁ ଜନତା ଦଳ ପୁରୁଖା ନେତା ତଥା ପୂର୍ବତନ ମନ୍ତ୍ରୀ ନର୍ଲା […]
ବାସ୍ତବ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ପଦ ନିମନ୍ତେ ଗତ ୧୭ ତାରିଖରେ ହୋଇଥିବା ନିର୍ବାଚନର ଫଳାଫଳ ଆଜି ଘୋଷଣା ହୋଇଛି। ନିର୍ବାଚନରେ ବିଶିଷ୍ଟ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ବିଜୟୀ ହୋଇଛନ୍ତି। ଦୀର୍ଘ ୨୪ ବର୍ଷ ପରେ ଦେଶର ସର୍ବପୁରାତନ ଦଳର ନେତୃତ୍ୱ ନେବେ ଜଣେ ଅଣଗାନ୍ଧୀ ତଥା ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ । ତାଙ୍କୁ ମିଳିଛି ୭ ହଜାର ୮୯୭ ଭୋଟ୍। ସେହିପରି ତାଙ୍କ […]
ବାସ୍ତବବ୍ୟୁରୋ:କଂଗ୍ରେସ ହାଇକମାଣ୍ଡ ହିମାଚଳ ବିଧାନସଭା ନିର୍ବାଚନ ପାଇଁ ଟିକେଟ୍ ତାଲିକା ପ୍ରକାଶ କରିଛି। କେନ୍ଦ୍ର ନିର୍ବାଚନ କମିଟି (ସିଇସି) ବୈଠକରେ ବହୁ ମନ୍ଥନ ପରେ ଦଳ ୪୬ ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ହିମାଚଳ ପ୍ରଦେଶରେ ୨୦ ଜଣ ବିଧାୟକଙ୍କ ମଧ୍ୟରୁ ୧୯ ଜଣଙ୍କୁ ପୁଣି ଟିକେଟ୍ ଦିଆଯାଇଛି।ଶିମଲା ସହରୀ ସମେତ ୨୨ ଟି ସିଟ୍ ପାଇଁ ଟିକେଟ ଅଘୋଷିତ ଅଛି । କିନ୍ନର ବିଧାୟକ ଜଗତ […]
ଏସ୍.ବାସ୍ତବ: ଅକ୍ଟୋବର ୧୯ ରେ କଂଗ୍ରେସ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ପାଇବ: ୧୭ ରେ ମତଦାନ; ଜୟରାମ ରମେଶ କହିଛନ୍ତି – ଯେକେହି ଦଳର ଅଧ୍ୟକ୍ଷ ପାଇଁ ନାମାଙ୍କନ କରିପାରିବେ । ଅକ୍ଟୋବର ୧୭ ରେ କଂଗ୍ରେସ ସଭାପତି ପଦ ପାଇଁ ମତଦାନ ଏବଂ ଅକ୍ଟୋବର ୧୯ ରେ ଗଣନା କରାଯିବ। ନିର୍ବାଚନ ସୂଚୀ ଅନୁଯାୟୀ ସେପ୍ଟେମ୍ବର ୨୨ ରେ ନିର୍ବାଚନ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବ। ସେପ୍ଟେମ୍ବର ୨୪ ରୁ […]


