ବାସ୍ତବବ୍ୟୁରୋ: ବର୍ତ୍ତମାନ ବିଶ୍ଵର ଅନେକ ଦେଶରେ ମଙ୍କିପକ୍ସର ମାମଲା ରିପୋର୍ଟ କରାଯାଉଛି। ଏଭଳି ପରିସ୍ଥିତିରେ,ମଙ୍କିପକ୍ସ କରୋନା ଜୀବାଣୁ ପରି ବିଶ୍ୱବ୍ୟାପୀ ମହାମାରୀର ରୂପ ନେବେ କି ନାହିଁ ଆଶଙ୍କା କରାଯାଉଛି। ତେବେ ବର୍ତ୍ତମାନ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ(WHO )ଏହି ବିଷୟରେ ବଡ ସୂଚନା ଦେଇଛି । ସୋମବାର ଦିନ WHO କହିଛି ଯେ ଆଫ୍ରିକୀୟ ଦେଶମାନଙ୍କରେ ମାଙ୍କଡପକ୍ସ ଏକ ବିଶ୍ୱବ୍ୟାପୀ ମହାମାରୀ ସୃଷ୍ଟି କରିପାରେ। ମାଙ୍କଡପକ୍ସ ଉପରେ ବିଶ୍ଵ ସ୍ୱାସ୍ଥ୍ୟ […]
corona
ପାକିସ୍ତାନ କାନି ପାତି ମାଗିଥିଲା କରୋନା ଟୀକା ,ଚୀନ୍ ମାତ୍ର ୫ ଲକ୍ଷ ଡୋଜ ଦେବାକୁ ରାଜିହୋଇ କହିଲା- ବିମାନ ଆଣ ଆଉ ନିଅ | ବାସ୍ତବବ୍ୟୁରୋ :ଏକଦା ମାସ୍କ ନାମରେ ପାକିସ୍ତାନକୁ ଅନ୍ତବସ୍ତ୍ର ଖଣ୍ଡ ପଠାଇଥିବା ଚୀନ୍ କରୋନା ଟିକା ମାମଲାରେ ନିଜ ବନ୍ଧୁଙ୍କ ଆଶାକୁ ଧୂଳିସାତହ କରିଦେଇଛି। ୨୨ କୋଟି ଜନସଂଖ୍ୟା ବିଶିଷ୍ଟ ପାକିସ୍ତାନ କୁ ଚାଇନା ମାତ୍ର ୫ ଲକ୍ଷ ଟିକା ଦେବାକୁ ରାଜି ହୋଇଛି […]
ବାସ୍ତବବ୍ୟୁରୋ: କୋଣାର୍କ ବସ୍ଷ୍ଟାଣ୍ଡ ନିକଟରେ ଥିବା, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ କୋଣାର୍କ ସରକାରୀ ଉଚ୍ଚ ବିଦ୍ୟାଳୟର ୪ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ଶିକ୍ଷକ, ଜଣେ ରୋଷେୟା ଓ ଦୁଇ ଜଣ ଛାତ୍ରଛାତ୍ରୀ ଅଛନ୍ତି। ଖବର ଅନୁଯାଇ ,ସ୍କୁଲ ଖୋଲିବା ପୂର୍ବଦିନ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କ କୋଭିଡ଼ ପରୀକ୍ଷା କରାଯାଇଥିଲା। ପରୀକ୍ଷା ବେଳେ ଜଣେ ଶିକ୍ଷକ […]
ବାସ୍ତବବ୍ୟୁରୋ: କରୋନା ଉପରେ ଅନ୍ତିମ ଆକ୍ରମଣ: ଟୀକାକରଣ ଅଭିଯାନ ପୂର୍ବରୁ ଆଜି ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦୀ | ୧୬ ଜାନୁଆରୀ ଅର୍ଥାତ୍ ଶନିବାର ଠାରୁ ସାରା ଦେଶରେ କରୋନା ବିରୁଦ୍ଧରେ ଟୀକାକରଣ ଅଭିଯାନ ନିର୍ଣ୍ଣାୟକ ଯୁଦ୍ଧ ଆରମ୍ଭ ହେଉଛି | ଆସନ୍ତାକାଲି ଏହି ଟୀକାକରଣ ଅଭିଯାନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକାଳେ ଦେଶକୁ ସମ୍ବୋଧିତ କରିବେ। ଆଶାକରଯାଏ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, […]
ବାସ୍ତବବ୍ୟୁରୋ: କରୋନାର ସ୍ତିତି ଭାରତରେ ପୁଣି ଗମ୍ଭୀର ହେବାକୁ ଲାଗିଛି ,ଗତ ୨୪ ଘଣ୍ଟା ମଧ୍ୟରେ ୨୪୭୧୨ ସଂକ୍ରମିତ ହୋଇଛନ୍ତି |ଦୈନିକ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୪ ,୭୧୨ ଲୋକ ଏହି ଜୀବାଣୁ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏଥି ସହିତ ବୁଧବାର ଦିନ ୨୩ ,୯୫୦ ଲୋକ ସଂକ୍ରମିତ ହୋଇଥିଲେ। ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଏକ କୋଟିରୁ ଅଧିକ […]


