ବାସ୍ତବ ବ୍ୟୁରୋ :କୋଭିଡ଼ ସଂକ୍ରମିତ ରୋଗୀଙ୍କ କ୍ଷେତ୍ରରେ ଏଣିକି ଇନକୋଭାକକୁ ଜରୁରୀକାଳୀନ ଭାବେ ବ୍ୟବହାର କରାଯାଇପାରିବ। ରୋଗୀ କୌଣସି ଯନ୍ତ୍ରଣା ନପାଇ ସହଜରେ ଏହି ନାଜାଲ ଭାକ୍ସିନକୁ ନେଇ ପାରିବେ। ଏହା ଏବେ କୋ-ୱିନ ଆପରେ ଉପଲବ୍ଧ ରହିଛି। ଚୀନ୍‌ରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦେଖି ନିକଟରେ ଭାରତ ସରକାର ଭାରତ ବାୟୋଟେକ ଦ୍ବାରା ନିର୍ମିତ ନାଜାଲ ଭାକ୍ସିନ ଇନକୋଭାକକୁ ମଞ୍ଜୁରୀ ଦେଇଛନ୍ତି। ଉଭୟ କୋଭାକ୍ସିନ ବା କୋଭିସିଲ୍ଡର […]

ବାସ୍ତବ ବ୍ୟୁରୋ: ଓମିକ୍ରନ୍‌ର ନୂଆ ସବ୍ ଭାରିଏଣ୍ଟ ‘ଏକ୍ସ୍‌ବିବି’ ଯୋଗୁଁ କେତେକ ଦେଶରେ ଆଉ ଏକ ସଂକ୍ରମଣ ଲହର୍‌ ଦେଖା ଦେଇପାରେ ବୋଲି ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ମୁଖ୍ୟ ବୈଜ୍ଞାନିକା ଡକ୍ଟର୍‌ ସୌମ୍ୟା ସ୍ବାମୀନାଥନ୍‌ କହିଛନ୍ତି । ସ୍ବାମୀନାଥନ୍‌ କହିଛନ୍ତି, “ଓମିକ୍ରନ୍‌ର ୩୦୦ ସବ୍ ଭାରିଏଣ୍ଟ ଅଛି। ମୋର ମନେହୁଏ ସମ୍ପ୍ରତି ବାହାରି ଥିବା ‘ଏକ୍ସ୍‌ବିବି’ ହେଉଛି ଗୋଟାଏ ପୁନଃମିଶ୍ରିତ ଭୂତାଣୁ। ଆଗରୁ ମଧ୍ୟ ଆମେ କେତେଗୁଡ଼ିଏ ପୁନଃମିଶ୍ରିତ ଭୂତାଣୁ […]

ଭୁବନେଶ୍ୱର ୧୯।୦୭ : ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ ରେ ଲାଗିଛି ଟିକେ ବ୍ରେକ । କିଛି ଦିନ ହେଲା କରୋନା ଗ୍ରାଫ୍ଏକ ହଜାର ଉପରେ ରହୁଥିବା ବେଳେ ଗତ ୨୪ ଘଂଟାରେ ତଳ ମୁହଁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୪୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ […]

ଭୁବନେଶ୍ୱର୧୫।୦୭: ଆଜିଠାରୁ ସାରା ଦେଶରେ ଆରମ୍ଭ ହେବ କୋଭିଡ ବୁଷ୍ଟର ଡୋଜ।ଏହି ପରିପେକ୍ଷୀରେ ଆମ ରାଜ୍ୟରେ ସହରାଞ୍ଚଳ ଉପରେ ଆଜିଠାରୁ ଅଧିକ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ୧୮ରୁ ୬୦ ବର୍ଷ ବର୍ଗ ଲୋକଙ୍କୁ ଦିଆଯିବ ଟିକା। ବିଏମ୍‌ସି କମିଶନର ୟୁନିଟ-୪ ସହାରଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେଏହି ଟିକାକରଣର ଶୁଭାରମ୍ଭ କରିବେ। ରାଜଧାନୀରେ କୋଭିଡ ସଂକ୍ରମଣ ହୁ ହୁ ହୋଇ ବଢୁଛି,ତେଣୁ ରାଜଧାନୀରେ ମୋଟ ୧୨ଟି ହସ୍ପିଟାଲରେ ଟିକାକରଣ […]

ଏସ.ବାସ୍ତବ:ଦେଶରେ କରୋନା ମାମଲା ପୁଣି ଥରେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫ ,୫୦୫ ଟି ନୂଆ ମାମଲା ଚିହ୍ନଟ ହୋଇଛି। ଗୋଟିଏ ଦିନ ପୂର୍ବରୁ ଏହି ସଂଖ୍ୟା ୨୦ ,୧୩୯ ଥିଲା, ଯାହା ଫେବୃଆରୀ ଠାରୁ ସର୍ବାଧିକ ଥିଲା | ଗୁରୁବାର ଦିନ ୨୭ ଜଣ ରୋଗୀ କରୋନାରେ ମୃତ୍ୟୁ ବରଣ କରିଥିବାବେଳେ ୧୨ ,୭୩୯ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ନୂତନ ମାମଲା […]

ଭୁବନେଶ୍ୱର ୧୪।୦୭ : ରାଜ୍ୟରେ ପୁଣି ଡରେଇଲା କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ୮୦୦ ଟପିଛି କରୋନା ସଂକ୍ରମିତ ଚିହ୍ନଟ ସଂଖ୍ୟା ।ଗତକାଲି ୭୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୦୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ମିଳିଥିବା ସୂଚନା ଅନୁଯାଇ, ଚିହ୍ନଟ […]

ଏସ୍.ବାସ୍ତବ:ଦେଶରେ ୧୮ ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତି ମାଗଣାରେ କରୋନା ର ବୁଷ୍ଟର୍ ଡୋଜ୍ ପାଇବେ | ବୁଧବାର କ୍ୟାବିନେଟ ଏହି ପ୍ରସ୍ତାବକୁ ଅନୁମୋଦନ କରିଛି। ଜୁଲାଇ ୧୫ ରୁ, ସମସ୍ତ ସରକାରୀ ଡାକ୍ତରଖାନାରେ ବୁଷ୍ଟର୍ କିମ୍ବା ସତର୍କତା ମାତ୍ରା ଦିଆଯାଇପାରେ | ଅବଶ୍ୟ, ମାଗଣା ଡୋଜ କେବଳ ଆଗାମୀ ୭୫ ଦିନ ପାଇଁ ଉପଲବ୍ଧ ହେବ | ସମ୍ପ୍ରତି ଦେଶରେ କରୋନା ଟିକା ର ପ୍ରଥମ ଏବଂ ଦ୍ୱିତୀୟ […]

ସଞ୍ଜୟ ଶତପଥୀ(କଟକ) ୧୩।୭:କଟକରେ କାୟା ବିସ୍ତାରିଛି କରୋନା ।କଟକ ମହାନଗର ନିଗମ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ,କଟକ ଜାତୀୟ ଆଇନ ବିଶ୍ବବିଦ୍ୟାଲୟରେ ୪୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବିଶ୍ବବିଦ୍ୟାଳୟର ୨୩୪ ଜଣ ଛାତ୍ରଛାତ୍ରୀଙ୍କର କୋଭିଡ୍ ଟେଷ୍ଟ ହୋଇଥିବା ବେଳେ,ସେହି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ୮ ଜଣ କଟକ ମହାନଗର ନିଗମ ଅଫିସର କର୍ମଚାରୀ କରୋନା ପଜିଟିଭ ଚିହ୍ନଟ […]

ଭୁବନେଶ୍ବର:ପୁଣି ଡରେଇଲା କରୋନା,ଏବେ କୋଭିଡ୍ ରେଡ୍ ଜୋନରେ ରାଜ୍ୟର ତିନିଟି ମୁଖ୍ୟ ସହର ରହିଛି ।ରାଜ୍ୟ ସରକାରଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁଯାଇ କୋଭିଡ୍ ରେଡ୍ ଜୋନକୁ ଫେରିଛି ରାଜଧାନୀ ।ଏହା ବ୍ୟତିର ପୁରୀ ଓ କଟକ ଜିଲ୍ଲା ବି ରେଡ୍ ଜୋନରେ ସାମିଲ ହୋଇଛି। ରାଜଧାନୀ ଭୁବନେଶ୍ବରରେ ଟିପିଆର ରେଟ୍ ୧୦.୬ ରହିଛି। ଏଣେ କଟକରେ ଏହା ୮.୧ ଓ ପୁରୀରେ ୭.୭ ରହିଛି। ଭୁବନେଶ୍ବରରେ କୋଭିଡ କଟକଣାକୁ […]

ଦେଶରେ ବଢୁଥିବା କରୋନା ଜୀବାଣୁ କ୍ଷେତ୍ରରେ, INSACOG ଓମିକ୍ରନ୍ ର ଅନ୍ୟ ଏକ ସବ-ଭାରିଆଣ୍ଟ BA.5 ର ରୋଗୀ ଚିହ୍ନଟ କରିଛି | ପୂର୍ବରୁ INSACOG ଦେଶରେ BA.4 କୁ ଚିହ୍ନଟ କରିଥିଲା ​​| ଏଥିମଧ୍ୟରୁ ଗୋଟିଏ ତାମିଲନାଡୁରେ ହୋଇଥିବା ବେଳେ ଅନ୍ୟଟି ତେଲେଙ୍ଗାନାରେ ଦେଖିବାକୁ ମିଳିଛି। ଭାରତୀୟ SARS-CoV-2 ସିକ୍ୱେନ୍ସିଂ ଆସୋସିଏସନ୍ (INSACOG) ରବିବାର ଏକ ବିବୃତ୍ତିରେ କହିଛି ଯେ ତାମିଲନାଡୁର ଜଣେ ମହିଳା ସବ୍-ଭାରିଆଣ୍ଟ BA.4 ରେ […]

Breaking News

Pin It on Pinterest