ବାସ୍ତବବ୍ୟୁରୋ:କରୋନା ମହାମାରୀ ମା ଆଖି ଆଗରେ ପୁଅ ଛଡାଇ ନେଉଛିତ,ସ୍ତ୍ରୀ ଆଗରେ ସ୍ୱାମୀ ମରିପଡ଼ୁଛି,ଚାରି କାନ୍ଧ ମିଳୁନି ଅନ୍ତିମ ଯାତ୍ରାପାଇଁ |ଏହି ସମୟରେଏହି ଦୁଖଦ କାହାଣୀ ଆଗ୍ରା ସହରର ଜୟପୁର ହାଉସ୍ ପୋଲିସ୍ ଆଉଟପୋଷ୍ଟ ଅଞ୍ଚଳର | ଜାହାନାର ଜଣେ ବାସିନ୍ଦା କରୋନା ଯୁଦ୍ଧରେ ହାରିଗଲେ | ମୋହିତ ନାମକ ତାଙ୍କ ପୁଅ ପିତାଙ୍କ ଶବକୁ ଶବଦାହକୁ ମୁକ୍ତିଧାମ ନେବା ପାଇଁ ଆମ୍ବୁଲାନ୍ସକୁ ଅନେକ ଥର କଲ କରି ମଧ୍ୟ […]
covid-19news
କୋରୋନା ପାଇଁ ଘରେ ଆବଶ୍ୟକ ମେଡିକାଲ କିଟ୍: – ପାରାସିଟାମଲ୍ | ବେଟାଡିନ୍ ଗାର୍ଗଲ୍ – ପାଟି ଧୋଇବା ପାଇଁ | ଭିଟାମିନ୍ ‘ସି’ ଏବଂ ‘ଡି’ | ବି କମ୍ପ୍ଲେକ୍ସ l ବାଷ୍ପ ନେବା ପାଇଁ ବାଷ୍ପ ପାତ୍ର | ଆପଣ ଏକ ଚାମଚ ସେଇନ୍ଧ ଲୁଣ ମଧ୍ୟ ନେଇପାରିବେ | ପଲ୍ସ ଅକ୍ସିମିଟର | ଅମ୍ଳଜାନ ସିଲିଣ୍ଡର (କେବଳ ଜରୁରୀକାଳୀନ ପାଇଁ) | ଗଭୀର ନିଶ୍ୱାସ ବ୍ୟାୟାମ […]
ବାସ୍ତବବ୍ୟୁରୋ: କରୋନା ସାରା ଦେଶକୁ କବଳିତ କରିବାରେ ଲାଗିଛି ,ନେତା ,ଅଭିନେତା ବା ସାଧାରଣ ଜନତା ସମସ୍ତେ ଆତଙ୍କିତ | ଘରୁ ପଦାକୁ ଗୋଡ କାଢ଼ିବାକୁ ଡର,ଏବେ କଂଗ୍ରେସର ବରିଷ୍ଠ ବିଧାୟକ,ତଥା ବିଧାୟକ ଦଳ ନେତା ନରସିଂହ ମିଶ୍ର କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏ ସଂପର୍କରେ ସେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଆରଟିପିସିଆର ରିପୋର୍ଟରେ କଂଗ୍ରେସ ନେତା ନରସିଂହ ମିଶ୍ର କରୋନା ପଜିଟିଭ୍ ଥିବା […]
ଭୁବନେଶ୍ବର:ଦିନକୁ ଦିନ କାୟା ବିସ୍ଥାରୁଛି କରୋନା,ବଢି ଚାଲିଛି ସଂକ୍ରାମିତଙ୍କ ସଂଖ୍ୟା |ନାଇଟ କରଫୁ ,ସଟଡାଉନ କିଛି କାମ ଦଉନି| କୋଭିଡ ଟୀକା ନେଲେବି ପୁଣି ସଂକ୍ରମିତ ହେଉଛନ୍ତି,ଏ ସମ୍ପର୍କରରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି,‘ଟିକା ନେଲେ ବି କରୋନା ହେବ। ତେଣୁ ନିୟମ ମାନି ଲୋକ କାମ କରନ୍ତୁ। ସେ ଏକଥାବି କହିଛନ୍ତି କି,ଟିକା ନେଲେ ମୃତ୍ୟୁହାର କମିବ। କିଛି ଜିଲ୍ଲାରେ […]
ବାସ୍ତବବ୍ୟୁରୋ:ଚିକିତ୍ସା ପାଇଁ ଦିଲ୍ଲୀରେ ୩୦ରୁ ଅଧିକ ଡାକ୍ତରଖାନା ବୁଲି ବୁଲି ମିଳିଲାନି ବେଡ଼ କରୋନା ନେଲା ଓଡ଼ିଆ ଯୁବ ସଫଟ୍ଵେର ଇଞ୍ଜିନିୟରଙ୍କ ଜୀବନ। ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ଶ୍ୟାମସୁନ୍ଦର ପଞ୍ଚାୟତ ସନ୍ତରାଗଡ଼ିଆ ଶ୍ରୀଦେଇପୁର ଗ୍ରାମର ସୁବଳ ପରିଡ଼ାଙ୍କ ପୁଅ ସୁକୁମାର ପରିଡ଼ା (୩୬) | ସଫଟ୍ୱେର ଇଞ୍ଜିନିୟର ଭାବେ ଦିଲ୍ଲୀର ଗାଜିଆବାଦ ଅଞ୍ଚଳରେ ଏକ କମ୍ପାନିରେ କାର୍ଯ୍ୟ କରୁଥିଲେ। ଜ୍ୱର ଲାଗି ରହିବାରୁ ଗତକାଲି ତାଙ୍କର ସ୍ୱାବ୍ ଟେଷ୍ଟ […]
କଂଗ୍ରେସ ନେତା କପିଲ ସିବଲ କହିଛନ୍ତି- ପ୍ରଧାନମନ୍ତ୍ରୀ ଜାତୀୟ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରନ୍ତୁ | ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ) କରୋନା ଜୀବାଣୁ ସଂକ୍ରମଣ ମାମଲାରେ ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜାତୀୟ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାକୁ ନିବେଦନ କରିଛନ୍ତି। କୋଭିଡ -୧୯ ର ଦ୍ରୁତ ଗତିରେ ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ନିର୍ବାଚନ ଆୟୋଗକୁ ନିର୍ବାଚନ […]
ବାସ୍ତବବ୍ୟୁରୋ :ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ,କୋଭିଡ-୧୯ ଟୀକା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡା.ହର୍ଷ ବର୍ଦ୍ଧନଙ୍କୁ ଚିଠି ଲେଖି ପୁନର୍ବାର ଅନୁରୋଧ କରିଛନ୍ତି | ରାଜ୍ୟରେ ଟିକାର ଅଳ୍ପ ପରିମାଣ ଓ ଅନିୟମିତ ଯୋଗାଣ ପାଇଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ୧୦ ଦିନ ପାଇଁ ୨୫ ଲକ୍ଷ କୋଭିସିଲ୍ଡ ଡୋଜ ଜରୁରୀକାଳୀନ ଭିତ୍ତିରେ ଯୋଗାଇ ଦେବା ପାଇଁ ଡା.ହର୍ଷ ବର୍ଦ୍ଧନଙ୍କୁ ଚିଠି ଲେଖି ଅନୁରୋଧ […]
ବାସ୍ତବବ୍ୟୁରୋ:କରୋନା ସଙ୍କଟର ମୁକାବିଲା ପାଇଁ ବିଦେଶୀ ଟିକାକୁ ଫାଷ୍ଟ ଟ୍ରାକ୍ ଅନୁମତି ପ୍ରଦାନ କରିବାକୁ, ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। କଂଗ୍ରେସ ନେତା ବିଦେଶୀ ଟିକା ଆମଦାନୀ କରିବାକୁ ଦାବି କରିଥିଲେ, କିନ୍ତୁ ପ୍ରତ୍ୟାଖ୍ୟାନ କରି ଯାଇ , କେନ୍ଦ୍ର ମନ୍ତ୍ରୀମାନେ କମେଣ୍ଟ କରିଥିଲେ। ପରୋକ୍ଷରେ ସମାନ କଥା କହି ରାହୁଲ ଗାନ୍ଧୀ ଟ୍ୱିଟ୍ କରିଛନ୍ତି। ରାହୁଲ ଗାନ୍ଧୀ ଲେଖିଛନ୍ତି, “ପ୍ରଥମେ ସେମାନେ ତୁମକୁ ଅଣଦେଖା […]
ଆମ ରାଜ୍ୟରେ ଆଜିର ଦିନରେ ୫୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ୭ ଜଣ ଭଲ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିଲା | ଗତ ବର୍ଷ ଏହି ଦିନ ଟିକା ବିଷୟରେ କୌଣସି ଆଲୋଚନା ହୋଇନଥିଲା, କିନ୍ତୁ ଗୋଟିଏ ବର୍ଷ ପରେ ଦେଶରେ ମୋଟ ୧୦ ,୮୫ ,୩୩ ,୦୮୫ ଲୋକଙ୍କୁ ଟିକା ଦିଆଯାଇଛି। ଏହି ଆକଳନକୁ ଦେଖିଲେ, ଏପ୍ରିଲ ୧୩ , ୨୦୨୦ […]
ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୬୩ ,୨୯୪ ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଗତ ୨୦ ଦିନ ମଧ୍ୟରେ ମୁମ୍ବାଇରେ ୧ ,୫୪ ,୩୦୦ ଲୋକ ସଂକ୍ରମିତ ହୋଇଛନ୍ତି। ସଂକ୍ରମିତଙ୍କ ମୃତ୍ୟୁ ମଧ୍ୟ ଚିନ୍ତାର କାରଣ ହୋଇଛି। ବାସ୍ତବବ୍ୟୁରୋ:(ମୁମ୍ବାଇ)କରୋନାର ଦ୍ୱିତୀୟ ତରଙ୍ଗ ଶୀଘ୍ର ଲୋକଙ୍କୁ ବେକାବୁ କରି ଚାଲିଛି | ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ କରୋନା ମାମଲା […]