କରୋନା ଭାଇରସର ଗତି ପୁଣି ଭୟଙ୍କର ହେଲା, ଦେଶର କେଉଁଠି ରାତି କର୍ଫ୍ୟୁ ତ,କେଉଁଠି୧୪୪ ଧାରା | ବାସ୍ତବବ୍ୟୁରୋ:ଦେଶରେ କରୋନା ଜୀବାଣୁର ଗତି ପୁଣି ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ପରିସ୍ଥିତି ଏତେ ଖରାପ ହେଉଛି ଯେ ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରିଛନ୍ତି। ଦେଶରେ କରୋନାର ଦ୍ୱିତୀୟ ତରଙ୍ଗକୁ ଭୟ କରି ପ୍ରଧାନମନ୍ତ୍ରୀ ଦ୍ରୁତ ଗତିରେ ବଢୁଥିବା […]

ବାସ୍ତବବ୍ୟୁରୋ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଙ୍କ ସୂଚନାନୁଯାଇ ବୁର୍ଲା ଭିସୁଟର କୌଣସି ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇନାହାନ୍ତି ।ସେ ସ୍ପଷ୍ଟୀକରଣ ଦେଇ କହିଛନ୍ତିକି କିଟ୍ ଖରାପ ଯୋଗୁଁ କରୋନା ରିପୋର୍ଟ ପଜିଟିଭ ଆସିଥିଲା । ଆଣ୍ଟିଜେନ କିଟ୍ ଖରାପ ଥିବାରୁ ଏଭଳି ରିପୋର୍ଟ ଆସିଥିବା ବେଳେ ଆରଟି-ପିସିଆର ଟେଷ୍ଟରେ ସମସ୍ତ ଛାତ୍ରଛାତ୍ରୀଙ୍କ ରିପୋର୍ଟ ନେଗେଟିଭ ଆସିଛି । ଗତ […]

ପ୍ରଥମ ଡୋଜ୍ କୋଭିଡ୍-୧୯ ଟିକା ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାସ୍ତବବ୍ୟୁରୋ:ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସକାଳ ୧୦ଟା ୪୫ ମିନିଟ ସମୟରେ ନବୀନନିବାସରୁ ବାହାରି ବିଧାନସଭା ପରିସରରେ ଥିବା ଡିସପେନସେରିରେ ପହଂଚି, କୋଭିଡ୍-୧୯ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି। ସେଠାରେ ସେ ଦିନ ୧୧ଟା ବେଳେ ପ୍ରଥମେ କରୋନା ଟିକା ନେଇଥିଲେ। ମୁଖ୍ୟମନ୍ତ୍ରୀ ଙ୍କ ପରେ ଅନ୍ୟ ବିଧାୟକମାନେ ଟିକା ନେବାପାଇଁ ବ୍ୟବସ୍ଥା କରାଯାଇଥିଲା | ମୁଖ୍ୟମନ୍ତ୍ରୀ ନବୀନ […]

ୟୁକେ କରୋନା ଅପଡେଟ୍: ଗତ ୨୪ ଘଣ୍ଟା ମଧ୍ୟରେ ଦେଢ଼ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି, ୨୫ ହଜାର ଲୋକ ସଂକ୍ରମିତ |ବ୍ରିଟେନରେ କରୋନା ସଂକ୍ରମଣର ମୋଟ ସଂଖ୍ୟା ୩୭ ଲକ୍ଷ୧୫ ହଜାର ୫୪ ପହଂଛିଚି। ଏଥିସହ ଏଥିରୁ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧ ହଜାର ୮୮୭ କୁ ବୃଦ୍ଧି ପାଇଛି। ବାସ୍ତବବ୍ୟୁରୋ:ବ୍ରିଟେନରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ନୂତନ ଷ୍ଟ୍ରେନ୍ […]

ବାସ୍ତବବ୍ୟୁରୋ :ମହାରାଷ୍ଟ୍ର ରାଜ୍ୟରେ କରୋନା ରେ ସର୍ବାଧିକ ଆକ୍ରାନ୍ତ | ଗତ ୨୪ ଘଣ୍ଟା ମଧ୍ୟରେ ୫୭ ଟି ନୂତନ ମୃତ୍ୟୁ ସହ ୫୦ ,୦୨୭ କୁ ବୃଦ୍ଧି ପାଇଛି। ଏହା ସହ ମହାରାଷ୍ଟ୍ର ବିଶ୍ଵ ର ପ୍ରଥମ ରାଜ୍ୟ ହେଲା ଯେଉଁଥିରେ କରୋନା କାରଣରୁ ୫୦ ହଜାରରୁ ଅଧିକ ମୃତ୍ୟୁ ଘଟିଥିଲା। ମହାରାଷ୍ଟ୍ର ପରେ ଆମେରିକାର ନ୍ୟୁୟର୍କ ଷ୍ଟେଟରେ ୩୯ ,୨୯୮ ମୃତ୍ୟୁ ଘଟିଛି। କେବଳ ଏତିକି ନୁହେଁ, […]

ବାସ୍ତବବ୍ୟୁରୋ:ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଅନ୍ତେବାସୀଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ । ଆସନ୍ତା ୧୧ ତାରିଖ ଠାରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ,ପିଜି କାଉନସିଲ ସମ୍ମିଳନୀ ଗୃହରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ପରେ କୁଳପତି ସବିତା ଆଚାର୍ଯ୍ୟ, ଏ କଥା କହିଛନ୍ତି | ତିନିଦିନ ତଳର କୋଭିଡ ନେଗେଟିଭ ରିପୋର୍ଟ ପ୍ରଦର୍ଶନ ଆଧାରରେ ଅନ୍ତେବାସୀଙ୍କୁ ହଷ୍ଟେଲରେ ରହିବାକୁ ଅନୁମତି ମିଳିବ। ଯେଉଁମାନଙ୍କ ପାଖରେ ଟେଷ୍ଟ ରିପୋର୍ଟ ନଥିବ ସେମାନଙ୍କ […]

Pin It on Pinterest