ବାସ୍ତବବ୍ୟୁରୋ:ଜରୁରୀକାଳୀନ ବ୍ୟବହାର ପାଇଁ DRDO ର ଆଣ୍ଟି-କରୋନା ଔଷଧ 2DG ଆଜି (ସୋମବାର) ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନଙ୍କ ଉପସ୍ଥିତ ଲୋକାର୍ପଣ ହୋଇଛି | ବର୍ତ୍ତମାନ ଏହାକୁ ରୋଗୀଙ୍କୁ ଦିଆଯାଇପାରିବ | ଏହି ଔଷଧ ଏକ ପାଉଡର ଆକାରରେ ମିଳିବ | ଏହା ପ୍ରଥମେ ଦିଲ୍ଲୀର DRDO କୋଭିଡ ହସ୍ପିଟାଲରେ ଭର୍ତ୍ତି ରୋଗୀଙ୍କୁ ଦିଆଯିବ | ଜୁନ୍ ମାସରେ ସବୁ ସ୍ଥାନରେ ଉପଲବ୍ଧ […]

Pin It on Pinterest