ବାସ୍ତବବ୍ୟୁରୋ:ନୂଆଦିଲ୍ଲୀ: ଆଜି ସେର୍‌ମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ(ଏସ୍‌ଆଇଆଇ) ଓଡ଼ିଶା ସମେତ ଦେଶର ଅନେକ ରାଜ୍ୟକୁ କୋଭିସିଲ୍ଡ ଟିକା ପଠାଇଛି।ଏସ୍‌ଆଇଆଇ ସିଇଓ ଅଦର ପୁନାୱାଲା କହିଛନ୍ତି କି,ଭାରତ ସରକାରଙ୍କ ପାଇଁ ଏହି ଟିକାର ସ୍ବତନ୍ତ୍ର ମୂଲ୍ୟ ୨୦୦ଟଙ୍କା ରଖାଯାଇଛି | ବେସରକାରୀ କ୍ରେତାମାନଙ୍କ ପାଇଁ କୋଭିସିଲ୍ଡ ଡୋଜ ପିଛା ୧୦୦୦ ଟଙ୍କାରେ ବିକ୍ରି କରାଯିବ। ପୁନାୱାଲା ଆହୁରି ବି କହିଛନ୍ତି କି କମ୍ପାନିକୁ ଘରୋଇ ବଜାରରେ ଟିକା ବିକ୍ରି କରିବାକୁ ବାରଣ […]

ବାସ୍ତବବ୍ୟୁରୋ: ଏକାସାଙ୍ଗରେ ଦୁଇଟି କମ୍ପାନୀର କରୋନା ଟିକାକୁ ମଞ୍ଜୁର ଦେବାରେ ଭାରତ ବିଶ୍ୱର ପ୍ରଥମ ଦେଶ । ଅକ୍ସଫୋର୍ଡ ଏବଂ ସେରମ୍ ପ୍ରତିଷ୍ଠାନ ଦ୍ୱାରା |ପ୍ରସ୍ତୁତ ଟିକା କୋଭିଶିଲ୍ଡ ଏବଂ ଦେଶରେ ବିକଶିତ ଭାରତ ବାୟୋଟେକ୍ ଟିକା କୋଭାକ୍ସିନକୁ ସୀମିତ ଅନୁମୋଦନ ଦିଆଯାଇଛି | କୋଭିଡ -୧୯ ଟିକା ବିଶ୍ଵ ର ୧୧ ରୁ ଅଧିକ ଦେଶରେ ଦିଆଯାଉଛି, ଯେଉଁଥିରୁ କମ୍ ଦେଶ ଅଛି ଯେଉଁଠାରେ ଦୁଇଟି କରୋନା ଟିକା […]

Breaking News

Pin It on Pinterest