ବାସ୍ତବ ବ୍ୟୁରୋ: ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଏବଂ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକୀୟ ଇନିଂସ ଆଧାରରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ODI ସିରିଜର ଦ୍ୱିତୀୟ ମ୍ୟାଚରେ ୮ ୱିକେଟରେ ପରାସ୍ତ କରିଛି । ଏହା ସହ ଭାରତ ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ୨ -୦ ଅଗ୍ରଣୀ ହାସଲ କରିଛି। ସିରିଜର ଶେଷ ମ୍ୟାଚ୍ ୨୪ ଜାନୁଆରୀରେ ଇନ୍ଦୋରରେ ଖେଳାଯିବ । ରାୟପୁରରେ ଆଜି ଖେଳା ଯାଉଥିବା ଦ୍ୱିତୀୟ ଦିନିକିଆରେ ଭାରତୀୟ […]

ସଞ୍ଜୟ ଶତପଥୀ(କଟକ): ତିନି ବର୍ଷ ପରେ କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଏକ ଆନ୍ତର୍ଜାତୀୟ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ସୁପର ରବିବାର ଦିନ ହେବାକୁ ଥିବା ମ୍ୟାଚ୍ ପାଇଁ ସମସ୍ତ ଟିକେଟ୍ ବିକ୍ରି ଠିକ୍ ଥିଲା, କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଲା ଟିମ୍ ଇଣ୍ଡିଆର ଅଭ୍ୟାସ ମ୍ୟାଚ ଦେଖିବାକୁ ଷ୍ଟାଡିୟମ୍ ପ୍ୟାକ୍ ହୋଇଥିଲା। କଟକ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ କ୍ରିକେଟ୍ ପାଇଁ ଏପରି କ୍ରେଜ୍ ନାହିଁ, […]

ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)-ଭାରତୀୟ କ୍ରିକେଟରେ ହୋଇପାରେ ବଡ ପରିବର୍ତ୍ତନ।ଏମିତିବି ହୋଇପାରେ ବିରାଟ କୋହଲି ଟିମ୍ ଇଣ୍ଡିଆର ଏକମାତ୍ର ଅଧିନାୟକ ହୋଇ ନ’ ପାରନ୍ତି। ବିସିସିଆଇ ବର୍ତ୍ତମାନ ବିଭିନ୍ନ ଫର୍ମାଟ ପାଇଁ ବିଭିନ୍ନ କ୍ୟାପଟେନଙ୍କ ସିଦ୍ଧାନ୍ତ ଉପରେ କାମ କରୁଛି | ଯଦି ଏହା ଘଟେ, ତେବେ ରୋହିତ ଶର୍ମା ଏକଦିବସୀୟ ଏବଂ ଟି -୨୦ର ନୂତନ ଅଧିନାୟକ ହୋଇପାରନ୍ତି ଯେତେବେଳେ କି ବିରାଟ କୋହଲି କେବଳ ଟେଷ୍ଟ ଦଳର ପୁନଃଦାୟିତ୍। ଗ୍ରହଣ କରିବେ। […]

Breaking News

Pin It on Pinterest