ଉତ୍ତମ ରାଉତ(ମାହାଙ୍ଗା): କଟକ ଜିଲ୍ଲା ଭଦ୍ରେଶ୍ୱର ଥାନା ଅଂଚଳରେ ଚୋରି ହୋଇଥିବା ବାଇକ୍ କେନ୍ଦ୍ରାପଡା ଜିଲ୍ଲା ଲୋକନାଥପୁର ରୁ ଜବତ କରିଛି ପୋଲିସ। ଏଥିସହ ୪ ବାଇକ୍ ଲୁଟେରାଙ୍କୁ ମଧ୍ଯ କାବୁ କରିବାରେ ସଫଳ ହୋଇଛି ଭଦ୍ରେଶ୍ଵର ପୋଲିସ। ସୂଚନାମୁତାବକ ଭଦ୍ରେଶ୍ୱର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଥିବା ବିଦେଶୀ ମଦ ଦୋକାନ ସମ୍ମୁଖରୁ OD -05-BA-1134 ନମ୍ବର ଏକ ଟିଭିଏସ ଆପଚି ବାଇକ୍ ଚୋରି ହୋଇଥିବା ନେ଼ଇ ଅନିଲ […]

ପ୍ରମୋଦ ନାୟକ(ଭୁବନେଶ୍ୱର): ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ନିରୋଳା ଜାଗାକୁ ଡାକି ନେଇ ଦୁଷ୍କର୍ମ ଉଦ୍ୟମ ।ଏହି ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ସତ୍ୟନାରାୟଣ ସାହୁ ନାମକ ଯୁବକ, ଯାଜପୁରର ଅଞ୍ଚଳର ଜଣେ ଯୁବତୀଙ୍କୁ ଲିଫ୍ଟ ଦେବା ବାହାନାରେ ନିକାଞ୍ଚନ ଜାଗାକୁ ଡାକି ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା। ଯୁବତୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଅଭିଯୁକ୍ତକୁ ଧରି ନିର୍ଧୂମ ପିଟିବା ପରେ, ପିସିଆରକୁ କଲ କରିଥିଲେ। […]

ପ୍ରମୋଦ ନାୟକ(ଭୁବନେଶ୍ୱର): ଅଗ୍ନିଙ୍କୁ ସାକ୍ଷୀରଖି ପତ୍ନୀଙ୍କୁ ସୁରକ୍ଷା ଦେବେ ବୋଲି ପ୍ରତିଜ୍ଞା କରି ବିବାହ କରିଥିଲେ ସରୋଜ କୁମାର ଦାସ। ହେଲେ ନିଶା ଖାଇବାକୁ ଟଙ୍କା ନଦେବାରୁ ସୋଶାଲ ମିଡିଆରେ ପତ୍ନୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ କରି ଦେଲା ସରୋଜ ।ଏଭଳି ହୀନ କାର୍ଯ୍ୟ କରିଥିବା ବ୍ୟକ୍ତିକୁ ଗିରଫ କରିଛି ଭୁବନେଶ୍ୱର ସାଇବର ଥାନା ପୁଲିସ। ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ ସରୋଜକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଛି। […]

ବାସ୍ତବବ୍ୟୁରୋ:(ଭଦ୍ରକ)– ଘଟଣାନୁଯାୟୀ ଭଦ୍ରକ ଗ୍ରାମଞ୍ଚଳ ଥାନା ଅଧିନସ୍ଥ ରାଜମୁକୁନ୍ଦପୁର ଗ୍ରାମରେ ଏକ ହତ୍ୟା କାଣ୍ଡ ଘଟିଥିଲା। ତେବେ ଏନେଇ ଭଦ୍ରକ ଗ୍ରାମାଞ୍ଚଳରେ ୧୩୭/୨୧ ରେ ଏକ ମାମଲା ରୁଜୁ କରାଯାଇଥିଲା। ଆଇପିସି ଧାରା ୩୦୨ ଏବଂ ୩୪ ଭଳି ଦୁଇଟି ସାଙ୍ଘାତିକ ଦଫା ଲାଗିଥିବା ବେଳେ ଅପରାଧୀ ଦୁଇ ଜଣ ଫେରାର ଥିଲେ। ଏହି ହତ୍ୟାକାଣ୍ଡରେ ଦୁଇ ଅପରାଧୀ ସୁପନା ବେହେରା ଏବଂ ପପୁଆ ବେହେରା ଭୁବନେଶ୍ୱର ଅଞ୍ଚଳରେ ଗୋପନରେ […]

Pin It on Pinterest