ସଞ୍ଜୟ ଶତପଥୀ(କଟକ): କଟକ ଦଶହରା ଭସାଣୀ ଵେଳେ ଦୁଇ ଗୋଷ୍ଟି ମଧ୍ୟରେ ଗଣ୍ଡଗୋଳରୁ ତୀଵ୍ର ଉତ୍ତେଜନା ଦେଖାଦେଇଛି ।ଖବର ଅନୁଯାଇ ଝାଞ୍ଜିରିମଙ୍ଗଳା ଗଡା ନିକଟରେ ଦୁଇ ପୂଜା ମଣ୍ଡପର କର୍ମୀ ମୁହାଁମୁହିଁ ହେବା ଫଳରେ ପ୍ରଵଳ ଟେକା ପଥର ଓ ଲାଠିମାଡ ମାଡ ହୋଇଥିବା ଜଣାପଡ଼ିଛି । ବାଦୁଆ ବର୍ଷା ଭସାଣି ମଜାକୁ ପାଣିଚିଆ କରିଥିବା ବେଳେ,ମାଆଙ୍କ ପ୍ରସେସନକୁ ନେଇ,କୁସୀନପୁର ଓ ମୁନ ଷ୍ଟାର କ୍ଲଵ ମଧ୍ୟରେ ଗଣ୍ଡଗୋଳ ହୋଇଛି […]


