ବାସ୍ତବବ୍ୟୁରୋ:(ଭଦ୍ରକ) ୧୯୭୧ ର ମହାବାତ୍ୟାକୁ ସାମ୍ନା କରିଥିବା କୋମଳମତି ଛଅ ବର୍ଷର ଶିଶୁଟି ଆଜି ଭାରତର ପ୍ରତି କୋଣେ ଅନୁକୋଣେ ବାତ୍ୟା ମାନବ ବା ସାଇକ୍ଲୋନ ମ୍ୟାନ୍ ଭାବେ ପରିଚିତ। ଭଦ୍ରକ ଜିଲ୍ଲାର ଘଣ୍ଟେଶ୍ୱରରେ ଏକ ଅଭାବି ପରିବାରରେ ଜନ୍ମ ଗ୍ରହଣକରିଥିଲେ ସାଇକ୍ଲୋନ ମ୍ୟାନ୍ | ୧୯୭୧ ମହାବାତ୍ୟାର କରାଳ ରୂପ ସେଦିନ ସେହି ଶିଶୁର ହୃଦୟରେ ଆଙ୍କି ଦେଇଥିଲା ଏକ ଗଭୀର ରେଖା। ସେତେବେଳେ ତାଙ୍କ ବାପା ଥିଲେ […]

Pin It on Pinterest