ବାସ୍ତବ ବ୍ୟୁରୋ–ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁଯାଇ ଏବର୍ଷ ଦଶହରାକୁ ଭିଜାଇବ ବର୍ଷା । ଅକ୍ଟୋବର ୧ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ, ୨ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି । ଏହି ଲଘୁଚାପ ପ୍ରଭାବରେ ପୂଜା ସମୟରେ ପ୍ରବଳ ବର୍ଷା ହେବ । ୨ ଓ ୩ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷିବ କେନ୍ଦ୍ର ପୂର୍ବାନୁମାନ କରିଛି […]
Dasahara
ଡ଼. ନବକିଶୋର ମିଶ୍ର ଏଥର ଶାରଦିଅ ନବରାତ୍ରୀ ୨୬ ସେପ୍ଟେମ୍ବରରୁ ୪ ଅକ୍ଟୋବର ପର୍ଯ୍ୟନ୍ତ ରହିବେ | ସୋମବାର ଠାରୁ ଦେବୀ ପୂଜା ପର୍ବ ଆରମ୍ଭ କରିବା ଶୁଭ ହେବ। ଏହି କ୍ରମରେ ଏଥର ଦେବୀ ଗଜ ବାହନ ରେ ଧରା ପୃଷ୍ଠ କୁ ଆଗମନ କରିବା ହେବେ। ଯଦିଓ ଦେବୀଙ୍କ ବାହନ ସିଂହ, କିନ୍ତୁ ପ୍ରତ୍ୟେକ ନବବ୍ରତୀରେ ମାତା ଦୁର୍ଗା ଏକ ଭିନ୍ନ ବାହନରେ ପୃଥିବୀକୁ ଆସନ୍ତି | […]