ବାସ୍ତବବ୍ୟୁରୋ:ହତ୍ୟା ମାମଲାରେ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଇରାକ କୋର୍ଟ ଗିରଫ ୱାରେଣ୍ଟ ଜାରି କରିଛି |ଗତ ବର୍ଷ ଜଣେ ଇରାନ ଜେନେରାଲ ତଥା ଜଣେ ପ୍ରଭାବଶାଳୀ ଇରାକ ମିଲିସିଆ ନେତାଙ୍କ ହତ୍ୟା ମାମଲାରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଗୁରୁବାର ଦିନ ଇରାକ କୋର୍ଟ ଗିରଫ ୱାରେଣ୍ଟ ଜାରି କରିଛନ୍ତି। ଆମେରିକାର ଡ୍ରୋନ୍‌ ଷ୍ଟ୍ରାଇକରେ ଜେନେରାଲ କାସୀମ ସୁଲେମାନି ଏବଂ ଆବୁ ମହଦି ଅଲ ମୁହାଣ୍ଡିସଙ୍କ ହତ୍ୟା ମାମଲାରେ […]

Breaking News

Pin It on Pinterest