ମନୋଜ ମହାନ୍ତି: ଆଜି ଦିନ ୧୧ଟାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଦେଶ ବିଭାଜନ ବିଭୀଷିକା ସ୍କୃତି ଦିବସ ଅବସରରେ ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ବର ରେଳ ଷ୍ଟେସନରେ ଆୟୋଜିତ ପ୍ରଦର୍ଶନୀକୁ ଉଦଘାଟନ କରିବେ । ଏହା ସହ ଅପରାହ୍ନ ୪ଟାରେ ମ୍ୟୁଜିୟମ ଛକରେ ଥିବା ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାସହ,ମ୍ୟୁଜିୟମ ଛକରୁ ଏଜି ଛକସ୍ଥିତ ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଏକ ନୀରବ ପଦଯାତ୍ରା ଅନୁଷ୍ଠିତ ହେବ । ଏହି […]

ରାଉରକେଲା: ଆସନ୍ତା ୧୩ ତାରିଖରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଜାତୀୟ ବୈଷୟିକ ଶିକ୍ଷାନୁଷ୍ଠାନ (ଏନ୍ଆଇଟି)ର ସମାବର୍ତ୍ତନ ଉତ୍ସବରେ ଯୋଗଦେବା ପାଇଁ ରାଉରକେଲା ଗସ୍ତରେ ଆସୁଛନ୍ତି। ଏଥିସହ ଜିଲ୍ଲା ବିଜେପି ପାର୍ଟି ଅଫିସ୍‌ରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।ଦୁଇ ଦିନ ତଳେ ଶାହାଂକ ଗୁରୁମନ୍ତ୍ର ପାଇ,ଓଡିଶା ବିଜେବି ନିଦରୁ ଉଠିଥିବା ବେଳେ,ସେପଟେ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ହୋଇଛି ସୁନ୍ଦରଗଡ଼ ବିଜେପି ଶିବିର। ପୁରା […]

Pin It on Pinterest