ବାସ୍ତବବ୍ୟୁରୋ: ଯେତେ ଯେତେ ପାଖେଇ ଆସୁଛି ପିପିଲି ଉପ ନିର୍ବାଚନ,ପ୍ରଚାର ମଇଦାନକୁ ଓଲ୍ହାଉଛି ସବୁ ଦଳର ଷ୍ଟାର ପ୍ରଚାରକ ।ଟାଣୁଆ ନେତାମାନଙ୍କ ମଧ୍ୟରେ ବଣ୍ଟାଯାଇଛି ଏରିଆ ,ସବୁଠାରୁ ବଡ଼କଥା ‌ଏବେ ସବୁ ଦଳର ବରିଷ୍ଠ ନେତାମାନେ ପ୍ରଚାର ମଇଦାନରେ ଦେଖିବାକୁ ମିଳୁଛନ୍ତି । ଦେଖିବାକୁ ଗଲେ ସମସ୍ତଙ୍କ ମନରେ ଗୋଟିଏ କଥାଯେ,୧୦ ଜଣ ପ୍ରାଥୀ ହେଲେବି ଦୁଇ ଜଣଙ୍କ ଭିତରେ ଚାଲିଛି ଵାଲା କଷାକଷି |ସମସ୍ତଙ୍କ ନାଜ୍ଜର କେବେ ମଇଦାନକୁ […]

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧- ବିଜେପିର ମନ୍ଥନ ପ୍ରାର୍ଥୀ ତାଲିକା ଆଜି ପ୍ରକାଶ ପାଇପାରେ | ବାସ୍ତବବ୍ୟୁରୋ :ଆସାମ, ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ସ୍ଥିର କରିବା ପାଇଁ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ଗୁରୁବାର ଦିନ ଦଳର ମୁଖ୍ୟାଳୟରେ ବୈଠକ ହୋଇଥିଲା | ସୂଚନାନୁସାରେ, ପ୍ରଥମ ରାଉଣ୍ଡ ବୈଠକରେ ଆସାମ ପାଇଁ ପ୍ରାୟ ୭୨ ପ୍ରାର୍ଥୀଙ୍କ ନାମ ସ୍ଥିର କରାଯାଇଥିଲା। ତଥାପି, […]

Pin It on Pinterest