ବାସ୍ତବବ୍ୟୁରୋ(କଟକ)୨୯।୦୯ : ଜଗତପୁରରେ ଆତଙ୍କ ଖେଳାଇଥିବା ହାତୀ ଟ୍ରାଙ୍କୁଲାଇଜ୍ ହେଲା । ନନ୍ଦନକାନନରୁ ଯାଇଥିବା ଟିମ୍ ଏହି ହାତୀକୁ ଟ୍ରାଙ୍କୁଲାଇଜ୍ କରିଛନ୍ତି ।ଟ୍ରାଙ୍କୁଲାଇଜ୍ ହେବାପରେ ହାତୀକୁ ଆଠଗଡ଼ ରେଞ୍ଜ ଖୁଣ୍ଟୁଣିରେ ଛଡ଼ାଯିବାକୁ ନିଆଯାଇଛି। ସୂଚନା ଅନୁଯାଇ, ଏ.ସି.ଏଫ୍ ଅନନ୍ତ କୁମାର ପ୍ରଧାନ ଓ ଚନ୍ଦକା DFO ଏମଡି ଜମିଲଙ୍କ ନେତୃତ୍ବରେ ଗୁରୁବାର ସକାଳୁ ନନ୍ଦନ କାନନରୁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଆସି ଜଗତପୁର ପୀରବଜାର ବସନ୍ତ ମଠ ଜଙ୍ଗଲରେ […]
Elephant
ସଞ୍ଜୟ ଶତପଥୀ(କଟକ): ଜଗତପୁରରେ ହାତୀ ଉପଦ୍ରଵ,ଗାଡି ମାତ୍ର ସହ ଅନେକ ଘର ଭାଙ୍ଗିଲା ଜଙ୍ଗଲୀ ହାତୀ । ସେହିପରି ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ହୋଇ କଟକ ବଡ଼ ମେଡିକାଲ୍ରେ ଚିକିତ୍ସଚିତ ହେଉଥିବାର ଖବର ମିଳିଛି । ତିନିଟି ହାତୀ ଜଗତପୁରରେ ଉପଦ୍ରବ ଜାରି ରଖିଥିବା କୁହାଯାଉ ଥିବାବେଳେ,ନିମପୁର ଅଞ୍ଚଳରେ ପଶିଥିବା ହାତୀଟି କେତେକ କାର୍ ଓ ଘର ଭାଙ୍ଗି ଦେଇଥିବାର ସୂଚନା […]