ଭୁବନେଶ୍ବର(ନି.ପ୍ର): ପ୍ରତ୍ୟେକ ପର୍ବ ପର୍ବାଣୀରେ ଜୀ ସାର୍ଥକର ସମସ୍ତ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ସୁପରହିଟ ଫିଲ୍ମ ସବୁ ଓଡିଆ ଦର୍ଶକଙ୍କ ମନ ଜିତିବାରେ ସବୁବେଳେ ସଫଳ ହୋଇଛି । ଓଡ଼ିଶାର ୧ ନମ୍ବର ମନୋରଞ୍ଜନ ଚ୍ଯାନେଲ ଭାବରେ ପରିଚିତ ଜୀ ସାର୍ଥକରେ ଆସନ୍ତା ୨୬ ଅକ୍ଟୋବର ସନ୍ଧ୍ୟା ୬.୩୦ରେ ୱାର୍ଲ୍ଡ ଟିଭି ପ୍ରିମିୟର ହେବାକୁ ଯାଉଛି ଓଡିଆ ବ୍ଲକବଷ୍ଟର ଫିଲ୍ମ ‘ଅନନ୍ତା‘ । ଏଥି ପୂର୍ବରୁ ଜୀସାର୍ଥକର ଏକାଧିକ […]

ବାସ୍ତବବ୍ୟୁରୋ:ବଲିଉଡର ଲୋକପ୍ରିୟ କାହାଣୀକାର ତଥା ନିର୍ଦ୍ଦେଶକ ଇସମାଇଲ ଶ୍ରଫଙ୍କ ଗୁରୁବାର (ଆଜି)ସକାଳେ ଦେହାନ୍ତ ହୋଇଛି। ସେ ୬୨ ବର୍ଷ ବୟସରେ ମୁମ୍ବାଇର କୋକିଲାବେନ ଧୀରବାଇ ଅମ୍ବାନୀ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସୂଚନା ଅନୁଯାୟୀ,ମସ୍ତିଷ୍କ ଆଘାତ ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ କ୍ୟାରିଅର୍ ରେ ସେ ଅନେକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ, କିନ୍ତୁ ୮୦ ଦଶକରେ ନିର୍ମିତ ‘ଥୋଡି ସି ବେୱାଫାଇ’ ଚଳଚ୍ଚିତ୍ରରୁ ଅଧିକ ଖ୍ୟାତି […]

କଙ୍ଗନା ରାଣାୱତ୍ ଙ୍କ ରିଆଲିଟି ସୋ ଲକ୍ ଅପ୍ ଆରମ୍ଭରେ, ଅନେକ ଲୋକ ଏହା ଏକ ଶସ୍ତା ବିଗ୍ ବସ୍ ବୋଲି ପରିହାସ କରିଥିଲେ | ଏହା ପରେ ଶୋ ’ଟି କ୍ରମେ ଲୋକପ୍ରିୟତା ହାସଲ କରିବାରେ ଲାଗିଲା ଆଉ ଆଜି ଏଥିରେ ଅଂଶଗ୍ରହଣ କରୁଥିବା ସମସ୍ତ ପ୍ରତିଯୋଗୀ ମାନଙ୍କର ଜବରଦସ୍ତ ପ୍ରଶଂସକ ହୋଇଗଲେ | କଙ୍ଗନା ରାଣାୱତଙ୍କ ଏହି ଶୋ’ଲକ୍ ଅପ୍ ରେ ବନ୍ଦୀମାନେ ନିଜ ଜୀବନର ଆଶ୍ଚର୍ଯ୍ୟଜନକ […]

Pin It on Pinterest