ଭଦ୍ରକ ୨୦।୦୮: ବର୍ଷା ଜନିତ ସମ୍ଭାବ୍ୟ ବନ୍ୟାକୁ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି ଆରମ୍ଭ । ବର୍ଷା ପରେ ବନ୍ୟାକୁ ସାମ୍ନା କରିବା ପାଇଁ ଜିଲ୍ଲାରେ ୮ଟି ଅଗ୍ନିଶମ ବାହିନୀ ସହ ୨ଟି ଓଡ୍ରାଫ ଟିମ, ୨ ଟି ଏନଡିଆରଏଫ ଟିମ ସହ ୪ ଜଣ ବରିଷ୍ଠ ଅଧିକାରୀଙ୍କୁ ମୃତୟନ କରାଯାଇଛି । ସାଳନ୍ଦୀ ନଦୀର ବିଦ୍ୟାଧରପୁର କେନାଲ ଡିଭିଜନ ହଦଗଡ଼ ଡ୍ୟାମର ଗୋଟିଏ ଗେଟ ଖୋଲିଛି […]

କଟକ ଓ କେନ୍ଦ୍ରାପଡ଼ାରୁ-ସଞ୍ଜୟ ଶତପଥୀ ଓ ଜୟନ୍ତ ଶତପଥୀ: ଲୋକଙ୍କ ଆଖିରୁ ନିଦ ହଜାଇ ଦେଲାନି ମହାନଦୀ ।ବନ୍ୟାଜଳ ବୃଦ୍ଧିକୁ ନେଇ, ଆତଙ୍କିତ ଅବସ୍ଥାରେ କାଳାତିପାତ କରୁଛନ୍ତି କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାର ତଳିଆ ଅଞ୍ଚଳ ଅଧିବାସୀ । ଅନେକ ସ୍ଥାନରେ ନଦୀ ବନ୍ଧରେ ଘଳିଆ ପଡିଛି। ପଛୁଆ ପାଣି ଅଧିକାଂଶ ଅଞ୍ଚଳକୁ ବୁଡାଇ ସାରିଲାଣି। ଏଭଳି ସ୍ଥିତିରେ ଲୋକ କ୍ଷୟକ୍ଷତିକୁ ନେଇ ଆତଙ୍କିତ ହୋଇ ପଡିଛନ୍ତି। ମହାନଦୀ ଓ […]

Pin It on Pinterest