ଭୁବନେଶ୍ୱର : ଭାରତର ମହାଲେଖା ନିୟନ୍ତ୍ରକ ଓ ମହାପରୀକ୍ଷକ (ସିଏଜି ) ଆନୁକୂଲ୍ୟରେ ଓ ଭାରତୀୟ ଫୁଟବଲ ମହାସଂଘ ସହଯୋଗରେ ସିଏଜି ଓ ଭାରତୀୟ ଯୁବ ଫୁଟବଲ ଦଳ ମଧ୍ୟରେ ଏକ ବନ୍ଧୁତାପୂର୍ଣ୍ଣ ଦିବା ରାତ୍ର ଫୁଟବଲ ମ୍ୟାଚ ସ୍ଥାନୀୟ 3 ନମ୍ବର କ୍ୟାପିଟାଲ ହାଇସ୍କୁଲ ପଡିଆ ଠାରେ ଅନୁଷ୍ଠିତ ହୋଇ ଯାଇଅଛି l ଏହି ମ୍ୟାଚକୁ ପ୍ରଧାନ ମହାଲେଖାକାର ରାଜ କୁମାର ମୁଖ୍ୟ ଅତିଥି, ମହାଲେଖାକାର ବିଶ୍ୱନାଥ ସିଂହ […]
Games
ଫାଷ୍ଟ ପାନ୍ ଇଣ୍ଡିଆ ନାସନାଲ ମାଷ୍ଟର୍ସ ଗେମ୍ସ-୨୦୨୨- ହେଉଛି ଭାରତର ସବୁଠାରୁ ବଡ କ୍ରୀଡା ଇଭେଣ୍ଟ ଯାହା କ୍ରୀଡା ପ୍ରେମୀ ସହର ବେଙ୍ଗାଲୁରୁରେ ଅନୁଷ୍ଠିତ ହେଉଛି | ଏହା ଭାରତର ସମସ୍ତ କ୍ରୀଡ଼ାବିତ୍ ଯେଉଁମାନେ ୩୦ବର୍ଷରୁ ଅଧିକ ବୟସର ଖେଳାଳିଙ୍କ ପାଇଁ ଖୋଲା ଅଛି | ଏହି ଖେଳରେ ୫୫ରୁ ଅଧିକ ବୟସ୍କ ଲଙ୍ଗ ଜମ୍ପ ରେ ପ୍ରକାଶ ଗଡ଼ନାୟକ ପ୍ରଥମ ହୋଇ ସ୍ୱର୍ଣ ପଦକ ଜିତିଥିବା ବେଳେ କିଶୋର […]


