ବର୍ତମାନ ଦେଶକୁ ଗ୍ରାସ କରିଛି ମାହାଙ୍ଗା ପରିସ୍ଥିତି | ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରାୟ ଦିନକୁ ଦିନ ବଢି ଚାଲିଛି । ଏହା ବ୍ୟତୀତ ଖାଦ୍ୟ ସାମଗ୍ରୀ ସହିତ ଔଷଧ ଭଳି ଅନ୍ୟାନ୍ୟ ଜିନିଷର ମୂଲ୍ୟ ମଧ୍ୟ ଆକାଶଛୁଆଁ ହେଉଛି | ଏହାର ପ୍ରଭାବ ବର୍ତ୍ତମାନ ବିବାହ ଉପହାରରେ ମଧ୍ୟ ଦେଖାଯାଉଛି | ବଢୁଥିବା ମାହାଙ୍ଗା ବାଜାଜର ଗ୍ରୀଷ୍ମର ତାତିଠାରୁ ଅଧିକ କଷ୍ଟସାଧ୍ୟ | ଇନ୍ଧନର ମୂଲ୍ୟ ବୃଦ୍ଧିରେ […]


